ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା - ଉଇକିପିଡ଼ିଆ
Jump to content
ଉଇକିପିଡ଼ିଆ‌ରୁ
ଇଂରାଜୀ ଲିଙ୍କ
ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା
ଏଲିନର ରୁଜଭେଲ୍ଟଙ୍କ (
[ଏଲେନର ରୁଜଭେଲ୍ଟଙ୍କଦ୍ୱାରା ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା ପତ୍ର
Created
୧୯୪୮
Ratified
୧୦ ଡିସେମ୍ବର ୧୯୪୮
Location
ପାଲାଇ ଦ ସାଇଲଟ
, ପ୍ୟାରିସ
Author(s)
Draft Committee
Purpose
ମାନବାଧିକାର
Poster
ଜାତିସଂଘ ଜେନେରାଲ ଆସେମ୍ବ୍ଲିର ୧୮୩ତମ ସଭାରେ ପ୍ୟାରିସଠାରେ ଅନୁଷ୍ଠିତ ସଭାରେ ୧୯/୧୨/୧୯୪୮ ମସିହାରେ ମାନବ ଅଧିକାର ଗୃହିତ ହୋଇଥିଲା ।
ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା
ବା
ୟୁଡିଏଚଆର
ଇଂରାଜୀ
Universal Declaration of Human Rights
UDHR
)) ଏକ ଐତିହାସିକ ଦଲିଲ ଏବଂ ଏହା ୧୯୪୮ ଡିସେମ୍ବର ୧୦ରେ
ପ୍ୟାରିସସ୍ଥିତ
ମିଳିତ ଜାତିସଂଘ ସାଧାରଣ ସଭାର
୨୧୭ତମ ସଂକଳ୍ପ ଧାରା ଅନୁସାରେ ତୃତୀୟ ଅଧିବେଶନରେ ବ‌ହୁମତରେ ଗୃହୀତ ହୋଇଥିଲା । ଜାତିସଂଘର ୫୮ ସଦସ୍ୟଙ୍କ ମଧ୍ୟରୁ ୪୮ ଜଣ ସଦସ୍ୟ ଏହାକୁ ସମର୍ଥନ କରିଥିବା ବେଳେ ୮ ଜଣ ଅନୁପସ୍ଥିତ ଥିଲେ ଓ ଦୁଇ ଜଣ ଭୋଟ ଦେବାରୁ ବିରତ ଥିଲେ ।
ଏହି ଘୋଷଣା ପତ୍ରର ୩୦ଟି ଧାରାରେ ବ୍ୟକ୍ତିଗତ ଅଧିକାର ସ୍ୱୀକୃତ ହୋଇଥିଲା, ସେତେବେଳେ ବିଧିବଦ୍ଧ ଭାବରେ ବନ୍ଧିତ ନଥିଲେ ମଧ୍ୟ ପରବର୍ତ୍ତୀ କାଳର ଆନ୍ତର୍ଜାତିକ ସନ୍ଧି, ଅର୍ଥନୈତିକ ବଦଳ, କ୍ଷେତ୍ରୀୟ ମାନବ ଅଧିକାର ଇନସ୍ଟ୍ରେମେଣ୍ଟ, ଜାତୀୟ ସମ୍ବିଧାନ ଓ ଅନ୍ୟାନ୍ୟ କାନୁନ ଯୋଗେ ଏହା ଗୃହୀତ ହୋଇଥିଲା । ଆନ୍ତର୍ଜାତୀୟ ମାନବ ଅଧିକାର ବିଲ
ତିଆରି କରିବାର ଏହା ପ୍ରଥମ ସୋପାନ ଥିଲା ଓ ତାହା ୧୯୬୬ରେ ସମ୍ପୁର୍ଣ୍ଣ ହେବାପରେ ୧୯୭୬ରେ ଅଧିକ ସଂଖ୍ୟକ ଦେଶ ଏହାକୁ ମଞ୍ଜୁର କରିବା ପରେ ବଳବତ୍ତର ହେଲା ।
କେତେକ ବିଧି ବିଦ୍ୱାନଙ୍କ ମତରେ ଅନେକ ଦେଶ ନିୟମିତ ଭାଗରେ ୫୦ ବର୍ଷ ଧରି ଏହାକୁ ପ୍ରୟୋଗ କରିବାରୁ ଏହା ବାଧ୍ୟତାମୂଳକ ବିଶ୍ୱ ଆଇନର
ଏକ ଅଂଶ ହୋଇଗଲା ।
କିନ୍ତୁ
ଯୁକ୍ତରାଷ୍ଟ୍ର ଆମେରିକାର
ଉଚ୍ଚତମ ନ୍ୟାୟାଳୟର ସିଦ୍ଧାନ୍ତ ଅନୁସାରେ ଏହି ଘୋଷଣା ସ୍ୱତଃ କର୍ତ୍ତବ୍ୟ ଭାବରେ ଆନ୍ତର୍ଜାତୀୟ ନିୟମରେ ଲାଗୁହେବନି ।
ଏହି ଘୋଷଣା ଘରୋଇ କାନୁନର ଅଂଶ ନଥିବା କଥା ଅନ୍ୟାନ୍ୟ ଦେଶର କୋର୍ଟଗୁଡ଼ିକ ମଧ୍ୟ ଦର୍ଶାଇଛନ୍ତି ।
ଗଠନ ଓ ବିଷୟବସ୍ତୁ
ସମ୍ପାଦନା
ସାର୍ବଜନୀନ ଘୋଷଣାର ଦ୍ୱିତୀୟ ଚିଠା ବା ଡ୍ରାଫ୍ଟକୁ ରେନେ କାସିନ
ଉପସ୍ଥାପନା କରିଥିଲେ । ଜନ ପିଟର ହମ୍ଫ୍ରେ ତିଆରି କରିଥିବା ପ୍ରଥମ ଚିଠାରୁ କାସିନ ମଧ୍ୟ କାମ କରୁଥିଲେ । ଏହାର ପ୍ରିଆମ୍ବଲ୍ ବା ପ୍ରସ୍ଥାବ ଓ ପ୍ରାରମ୍ଭିକ ସାଧାରଣ ନୀତିଗୁଡ଼ିକ ନେପୋଲିଅନ କୋଡ଼ଦ୍ୱାରା
ପ୍ରଭାବିତ ହୋଇଥିଲା । ଗ୍ରୀକ ମନ୍ଦିରର ପୋର୍ଟିକୋ ସ‌ହିତ ଘୋଷଣାକୁ ତୁଳନା କରିଥିଲେ ଯେଉଁଥିରେ ମୂଳଦୁଆ, ସୋପାନ, ଚାରି ସ୍ତମ୍ଭ ଓ ଏକ ପେଡିମେଣ୍ଟ ଥାଏ
ଘୋଷଣାର ପ୍ରସ୍ତାବ ଓ ୩୦ଟି ଧାରା:
ଐତିହାସିକ ଓ ସାମାଜିକ କାରଣ ତ‌ଥା ତାହାର ଆବଶ୍ୟକତାର ପ୍ରସ୍ତାବ ଦେଇ ଚିଠା ଘୋଷଣା ପ୍ରତିଷ୍ଠା କରିଥିଲେ ।
ଧାରା ୧-୨: ଗୌରବ, ସ୍ୱାଧୀନତା ଓ ସମତାର ମୌଳିକ ଧାରଣା ଉପସ୍ଥାପନ କରିଥିଲେ ।
ଧାରା ୩-୫: ଜୀବନର ଅଧିକାର ଓ କ୍ରିତଦାସ ତ‌ଥା ଯାତନା ନିଷେଧ ଭଳି ବ୍ୟକ୍ତିଗତ ଅଧିକାରମାନଙ୍କୁ ପ୍ରତିଷ୍ଠା କରିଥିଲେ ।
ଧାରା ୬-୧୧: ମାନବିକ ଅଧିକାରର ମୌଳିକ କାନୁନ ଓ ତାହାର ଉଲଂଘନ କରିଥିବା ପ୍ରତିରକ୍ଷା ବିରୁଦ୍ଧରେ ନିର୍ଦ୍ଦିଷ୍ଟ ପ୍ରତିକାର ।
ଧାରା ୧୨-୧୭ ଗୋଷ୍ଠିରେ ବ୍ୟକ୍ତିର ମୌଳିକ ଅଧିକାର ସାବ୍ୟସ୍ତ ।
ଧାରା ୧୮-୨୧: ସାମ୍ବିଧାନିକ ସ୍ୱତନ୍ତ୍ରତା ଓ ଆଧ୍ୟାତ୍ମିକ, ଜନତା ଓ ରାଜନୈତିକ ସ୍ୱାଧୀନତା ଯେପରିକି ବିଚାର, ମତ, ଧର୍ମ ଓ ବିବେକ, ଶବ୍ଦ ଓ ବ୍ୟକ୍ତିଗତ ଶାନ୍ତିପୁର୍ଣ୍ଣ ସ‌ହାବସ୍ଥାନ
ଧାରା ୨୨-୨୭: ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ସ‌ହିତ ସ୍ୱାସ୍ଥ୍ୟ‌ ଯତ୍ନ
ଅଧିକାର । ଧାରା ୨୫ରେ ପ୍ରତ୍ୟେକ ବ୍ୟକ୍ତିର ନିଜର ଓ ପରିବାରର ସ୍ୱାସ୍ଥ୍ୟ ସ‌ହିତ ଖାଦ୍ୟ, ପୋଷାକ, ଗୃହ ଓ ଡାକ୍ତରୀ ସେବା ଓ ଆବଶ୍ୟକୀୟ ସାମାଜିକ ସେବାର ମାନ‌କ ଅଧିକାର ଅଛି । ଶାରୀରିକ ଅକ୍ଷମତା ଓ ଅସୁସ୍ଥତା ବିଶେଷତଃ ମାଆ ଓ ଶିଶୁ ଯତ୍ନ ଉପରେ ଅଧିକ ସୁରକ୍ଷାକୁ ଅଗ୍ରାଧକାର ଦିଆଯାଇଛି ।
ଧାରା ୨୮-୩୦: ଏହି ଅଧିକାରର ବ୍ୟବ‌ହାର, କେଉଁ ଅଧିକାର କ୍ଷେତ୍ରରେ ବ୍ୟବ‌ହାର ଅଗ୍ରହଣୀୟ ଓ ବ୍ୟକ୍ତି ବିରୁଦ୍ଧରେ କାମ କରିହେବନି ।
ଏହି ଧାରାମାନଙ୍କରେ ସମାଜ ପ୍ରତି ବ୍ୟକ୍ତିର କର୍ତ୍ତବ୍ୟ ଓ ଜାତିସଂଘର ଲକ୍ଷ ବିପକ୍ଷରେ ଅଧିକାରର ନିଷେଧ ବିଷୟ ଲେଖାଯାଇଛି ।
}}
ଇତିହାସ
ସମ୍ପାଦନା
ପୃଷ୍ଠଭୂମି
ସମ୍ପାଦନା
ମୂଳ ପ୍ରସଙ୍ଗ:
History of human rights
State of the Union (Four Freedoms) (6 January 1941)
Franklin Delano Roosevelt
's 6
January 1941
State of the Union address
introducing the theme of the
Four Freedoms
(starting at 32:02)
ଏହି ଫାଇଲଟି ଶୁଣିବାରେ କିଛି ଅସୁବିଧା ହେଉଛି କି?
ମିଡ଼ିଆ ସାହାଯ୍ୟ
ଦେଖିବେ ।
ବିଶ୍ୱ ଯୁଦ୍ଧ ୨ର
ସ‌ହ‌ଯୋଗୀ ଦଳମାନେ ଚାରୋଟି ସ୍ୱାଧୀନତା ଅଙ୍ଗୀକାର କରିଥିଲେ: ବାକ୍ ସ୍ୱାଧୀନତା, ଧର୍ମ ସ୍ୱାଧୀନତା, ଭୟ ମୁକ୍ତି ସ୍ୱାଧୀନତା ଓ ଅଭାବରୁ ସ୍ୱାଧୀନତା ଯାହାକୁ ମୌଳିକ ଯୁଦ୍ଧ ଲକ୍ଷ କୁହାଯାଉଥିଲା ।
ମାନବ ଅଧିକାର , ଗୌରବ ଓ ବ୍ୟକ୍ତଗତ ମୂଲ୍ୟକୁ ମିଳିତ ଜାତିସଂଘ ଚାର୍ଟର ପୁନର୍ବାର ଦୃଢ଼ତା ପୂର୍ବକ ସ୍ୱୀକାର କଲେ ଓ ସମସ୍ତ ସଭ୍ୟ ଦେଶମାନଙ୍କୁ ଜାତି, ଲିଙ୍ଗ, ଭାଷା ବା ଧର୍ମର ଅନ୍ତର ନ ଦେଖି ସଭିଙ୍କ ପାଇଁ ମୌଳିକ ମାନବ ଅଧିକାର
ଲାଗୁ କରିବାକୁ ପ୍ରତ୍ସାହିତ କଲେ ।
୧୦
ବିଶ୍ୱ ଯୁଦ୍ଧ ସମୟରେ ନାଜି ସରକାରର ଅତ୍ୟାଚାର ସ୍ପଷ୍ଟ ହେବାପରେ ବିଶ୍ୱ କମିଟିର ହୃଦ୍‌ବୋଧ ହେଲେ ଯେ ଅଧିକାର ବିଷୟର ସଂଜ୍ଞା ମିଳିତ ଜାତିସଂଘଦ୍ୱାରା ସଠିକ ଭାବରେ ନିରୂପଣ ହୋଇନାହିଁ ।
୧୧
୧୨
ସେଥି ନିମନ୍ତେ କ ସାର୍ବଜନୀନ ଘୋଷଣାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ମାନବ ଅଧିକାରକୁ ପ୍ରଭାବିତ କରିବା ଆବଶ୍ୟକ ହେଲା ।
୧୩
Notes
ସମ୍ପାଦନା
Included
John Peters Humphrey
(Canada),
René Cassin
(France),
P. C. Chang
(Republic of China),
Charles Malik
(Lebanon),
Hansa Mehta
(India) and
Eleanor Roosevelt
(United States); see
Creation and drafting
section above.
ଆଧାର
ସମ୍ପାଦନା
"A/RES/217(III)"
. UNBISNET
. Retrieved
24 May
2015
Henry J Steiner and Philip Alston, International Human Rights in Context: Law, Politics, Morals, (2nd ed), Oxford University Press, Oxford, 2000.
Hurst Hannum,
The universal declaration of human rights in National and International Law
Archived
2020-01-03 at the
Wayback Machine
, p.145
Sosa v. Alvarez-Machain
, 542 U.S. 692, 734 (2004).
Posner, Eric (2014-12-04).
"The case against human rights | Eric Posner"
The Guardian
(in ବ୍ରିଟିଶ୍‌ ଇଂରାଜୀ).
ISSN
0261-3077
. Retrieved
2020-01-22
Universal Declaration of Human Rights
, United Nations, 1948
Glendon 2002
harvnb error: no target: CITEREFGlendon2002 (
help
, Chapter 10.
"FDR, "The Four Freedoms," Speech Text
. Voicesofdemocracy.umd.edu. January 6, 1941
. Retrieved
April 25,
2018
Bodnar, John, The "Good War" in American Memory. (Maryland: Johns Hopkins University Press, 2010) 11
"United Nations Charter, preamble and article 55"
. United Nations
. Retrieved
2013-04-20
Cataclysm and World Response
Archived
2012-05-25 at archive.ph
Error: unknown archive URL
in
Drafting and Adoption
: The Universal Declaration of Human Rights
Archived
2012-05-25 at archive.ph
Error: unknown archive URL
udhr.org
"UDHR50: Didn't Nazi tyranny end all hope for protecting human rights in the modern world?"
. Udhr.org. 1998-08-28. Archived from
the original
on 2012-05-25
. Retrieved
2012-07-07
"UDHR
– History of human rights"
. Universalrights.net
. Retrieved
2012-07-07
"ରୁ ଅଣାଯାଇଅଛି
ଶ୍ରେଣୀସମୂହ
Articles using infobox templates with no data rows
Webarchive template unknown archives
ଜାତିସଂଘ ଜେନେରାଲ ଆସେମ୍ବ୍ଲିର ସଂକଳ୍ପ
+3
ଲୁଚିଥିବା ଶ୍ରେଣୀ:
Webarchive template wayback links
CS1 ବ୍ରିଟିଶ୍‌ ଇଂରାଜୀ-language sources (en-gb)
Harv and Sfn no-target errors
Articles with hatnote templates targeting a nonexistent page
Articles with hAudio microformats
ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା
ନୂଆ ଯୋଡ଼ନ୍ତୁ