ଉଇକିପିଡ଼ିଆ:ଆଲୋଚନା ସଭା - ଉଇକିପିଡ଼ିଆ
Jump to content
ଉଇକିପିଡ଼ିଆରୁ
ଉଇକିପିଡ଼ିଆ:ଆଲୋଚନା ସଭା/Flow
ଆଲୋଚନା ସଭା ଅଭିଲେଖ
ଏହି ପୃଷ୍ଠାରେ ଥିବା ଆଲୋଚନାଗୁଡ଼ିକୁ
ଆଲୋଚନା ସଭାରୁ
ଆଣି ଏଠାରେ ସାଇତାଯାଇଛି । ଦୟାକରି ଏହି ପୃଷ୍ଠାରେ କିଛି ବଦଳ କରନ୍ତୁ ନାହିଁ । ଯଦି ଆପଣ ଏଠାରେ ଆଲୋଚନା ହୋଇଥିବା କୌଣସି ବିଷୟ ଉପରେ ପୁଣି ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ
ଏଠାରେ କ୍ଲିକ କରି
ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ କିମ୍ବା ସେହି ବିଷୟ ଉପରେ ଥିବା ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ ।
ଅଭିଲେଖ:
୧୦
୧୧
୧୨
୧୩
୧୪
୧୫
୧୬
୧୭
୧୮
୧୯
୨୦
୨୧
୨୨
୨୩
ଆମର ଜ୍ଞାନ କଥା ରୂପେ ରହିଛି, ଲିଖିତ ନୁହେଁ । ଉଇକିମିଡ଼ିଆରେ ଆଧାର ଦେବାରେ ଆମକୁ ସାହାଯ୍ୟ କରନ୍ତୁ!
ସମ୍ପାଦନା
ଭାରତ ସମେତ ଦକ୍ଷିଣ ଏସିଆରେ ପ୍ରାୟ ୮୦୦ଟି ଭାଷା କଥିତ । ହେଲେ ଅଧିକାଂଶ କେବଳ କଥିତ, ଲିଖିତ ନୁହେଁ । ମାନେ ଉକ୍ତ ସମୁଦାୟଙ୍କ ଜ୍ଞାନ ବି ମୌଖିକ । ତେବେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ କେବଳ ଲିଖିତ ଆଧାର ଲୋଡ଼ା । ଆମେ ଏହାକୁ ବଦଳାଇବାକୁ ବାଟ ତିଆରୁଛୁ ଫଳରେ ମୌଖିକ ଜ୍ଞାନ ଆଧାର ଭାବେ ଦେଇହେବ । ଭାରତ, ନେପାଳ ଏବଂ ଶ୍ରୀଲଙ୍କାରୁ ପ୍ରାୟ ୨୦ଟି ଭାଷାରେ ମୌଖିକ ଇତିହାସର ଅଭିଲେଖ କରିଛୁ । ସେସବୁ ୧୦୦ଟି ପାଖାପାଖି ଉଇକିପିଡ଼ିଆ/ଉଇକିମିଡ଼ିଆ ପ୍ରକଳ୍ପରେ ୬୦୦ ପାଖାପାଖି ପ୍ରସଙ୍ଗ ଉନ୍ନତ କରିଛନ୍ତି । ଆମର ଆଗାମୀ ପ୍ରସ୍ତାବ ପଢ଼ି ଏ ଏହି କାମକୁ ସମର୍ଥନ କରୁଥିଲେ ନିଜ
ମତାମତ
ଏଠି
ଦେବେ
ପ୍ରସ୍ତାବ ସାରାଂଶ
ସମ୍ପାଦନା
ପ୍ରସ୍ତାବ ସାରାଂଶ (ସଂପୂର୍ଣ୍ଣ
ପ୍ରସ୍ତାବ ପଢ଼ନ୍ତୁ
): ଏହି ପ୍ରସ୍ତାବିତ ଦ୍ୱିତୀୟ ସୋପାନ (ଜୁଲାଇ ୨୦୨୫–ଜୁନ ୨୦୨୭) ଏକ ସଫଳ ପ୍ରଥମ ସୋପାନ ଉପରେ ଗଢ଼ା । ଏଥିରେ ଅନେକ ଆଦିବାସୀ ଏବଂ ଲୋପପାଇଯାଉଥିବା ଦକ୍ଷିଣ ଏସୀୟ ଭାଷାର ମୌଖିକ ଇତିହାସକୁ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକୁ ଆଣିବୁ । ଅଡ଼ିଓ ଏବଂ ଭିଡ଼ିଓର ସମୀକ୍ଷା ଉକ୍ତ ଭାଷାଭାଷୀମାନେ କରିବେ ଏବଂ ଉଇକିମିଡ଼ିଆ ପ୍ରକଳ୍ପରେ ଆଧାଅର ଭାବେ ବ୍ୟବହାର କରାଯାଇପାରିବ । ଆମର କାମର ପ୍ରକ୍ରିୟା ଓ ଟୁଲ ସମସ୍ତଙ୍କ ପାଇଁ ଚିରକାଳ ଖୋଲା ରହିବ ଫଳରେ ଆଉ କେହି ଆଗ୍ରହୀ ଥିଲେ ନିଜେ ମଧ୍ୟ ବିଭିନ୍ନ ଭାଷାର ଅଭିଲେଖ କରିପାରିବେ ।
ଆମେ କ'ଣ ଗଢ଼ୁଛୁ
ପାଞ୍ଚଟି ଭାଷା ଅଞ୍ଚଳ (ପୂର୍ବ, ଉତ୍ତର ଏବଂ ଦକ୍ଷିଣ ଭାରତ; ନେପାଳ ଓ ଶ୍ରୀଲଙ୍କା)ରେ ମାତୃଭାଷୀ ଫେଲୋମାନଙ୍କୁ ସାହାଯ୍ୟ କରିବୁ ଓ ସେମାନେ ଉଇକିମିଡ଼ିଆ କମନ୍ସରେ ନିଜ ଭାଷାରେ ମୌଖିକ ଇତିହାସ ଲିପିବଦ୍ଧ, ସବଟାଇଟଲ, ସମୀକ୍ଷା ଏବଂ ଆଣିବା ଏବଂ ଉଇକିପିଡ଼ିଆ, ଉଇକିଡାଟା ଏବଂ ଉଇକିସୋର୍ସକୁ ଉନ୍ନତି
"ଉଇକିଭଏସ" ପରଖ: ମୌଖିକ ଜ୍ଞାନ ପ୍ରକାଶନ ଏବଂ ଉଇକିମିଡ଼ିଆ ପ୍ରକଳ୍ପ ପାଇଁ ଆଧାର ତିଆରି କରୁଥିବା ଭାଷା ଅଭିଲେଖକଙ୍କ (ଭାଷାକୁ ଅଡ଼ିଓ-ଭିଡ଼ିଓ ମାଧ୍ୟମରେ ରେକର୍ଡ଼ କରୁଥିବା ଲୋକ) ପାଇଁ ପରୀକ୍ଷାମୂଳକ ଭିତ୍ତିଭୂମି ତିଆରି
ଆଗାମୀ ଅଡ଼ିଓ-ଭିଡ଼ିଓ ଅଭିଲେଖକ ସହ ଭାଷାଗୁଡ଼ିକ ପାଇଁ AI-ସହାୟକ ସ୍ପିଚ-ଟୁ-ଟେକ୍ସଟ (କଥାରୁ ଲେଖା ରୂପାନ୍ତର) ତିଆରି
ମେଟା-ଉଇକି/ଉଇକିଭର୍ସିଟିରେ ଖୋଲା ଶିକ୍ଷା ସମ୍ବଳ (Open Educational Resource - OERs) ତିଆରି ଯାହା ଅନ୍ୟ ଅଭିଲେଖକ-ଉଇକିଆଳିଙ୍କୁ ଏ ମଡେଲର ନକଲ କରିବାରେ ସାହାଯ୍ୟ କରିବ ।
ଅନ୍ୟ ଉଇକିମିଡ଼ିଆ ସମୁଦାୟଙ୍କ ସହ ମିଶି
ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୬ର
ସହ-ପରିଚାଳନା
ସମୟସୀମା (ଜୁଲାଇ ୨୦୨୬-ଜୁନ୍ ୨୦୨୭)
ଜୁଲାଇ–ସେପ୍ଟେମ୍ବର'୨୬: ଫେଲୋ ଏବଂ ସହଯୋଗୀ ଅନୁଷ୍ଠାନ ବଛା; ଉଇକିଭଏସ ମିଶିକରି ତିଆରି ଓ ତାଲିମ
ଅକ୍ଟୋବର–ଡିସେମ୍ବର '୨୬: ଅଭିଲେଖ ଏବଂ ଡିଜିଟାଇଜେସନ ପରଖ ଆରମ୍ଭ; ଉପଯୁକ୍ତ ଜାଗାରେ AI-ସ୍ପିଚ-ଟୁ-ଟେକ୍ସଟ ଓ ସବଟାଇଟଲିଂ ଆରମ୍ଭ
ଜାନୁଆରୀ–ମାର୍ଚ୍ଚ '୨୭: ସବୁ ଅଞ୍ଚଳରେ ଡକ୍ୟୁମେଣ୍ଟେସନ; ଉଇକିଭଏସ ଆଧାର ପରଖ
ଏପ୍ରିଲ–ଜୁନ '୨୭: କାମର ଫଳ ଏକାଠି; ଡକ୍ୟୁମେଣ୍ଟେସନ ପ୍ରକାଶ; ମୂଲ୍ୟାଙ୍କନ ଏବଂ ଆଗାମୀ ଯୋଜନା
---
Psubhashish
ମୋ ଆଲୋଚନା
୧୨:୩୪, ୨ ଅପ୍ରେଲ ୨୦୨୬ (IST)
reply
ଓଡ଼ିଆ ଉଇକିଆଳି ସୁବାସ ଚନ୍ଦ୍ର ରାଉତଙ୍କ ବିୟୋଗ
ସମ୍ପାଦନା
ବଡ଼ ଦୁଃଖ ଖବର! ଗତ ୧୦ ତାରିଖରେ ଆମେ ଜଣେ ପୁରୁଖା ଓଡ଼ିଆ ଉଇକିଆଳି ଡଃ ସୁବାସ ଚନ୍ଦ୍ର ରାଉତଙ୍କୁ ହରାଇଲୁ । ଶୈଳେଶ ତାଙ୍କ ପରିବାରଠୁ ଆଜି ଜାଣିଲା ପରେ ଜ୍ଞାନ, ଚିନୁ, ଅଲିଭା ଓ ଶୈଳେଶ ତାଙ୍କ ଘରକୁ ଯାଇ ଆମ ଓଡ଼ିଆ ଉଇକିମିଡ଼ିଆ ସମୁଦାୟ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଗାମୀ ଦିନରେ ଆମେ ତାଙ୍କ ସ୍ମୃତିଚାରଣ ପାଇଁ ଏକ ଶୋକସଭା ଆୟୋଜନ ବିଷୟରେ ଏଠି ଆଲୋଚନା କରିବୁ ।--
Psubhashish
ମୋ ଆଲୋଚନା
୧୯:୨୧, ୧୩ ମାର୍ଚ୍ଚ ୨୦୨୬ (IST)
reply
ମୁଁ ଶୁଭ ଭାଇଙ୍କ ପ୍ରସ୍ତାବରେ ଏକମତ । ଦୟାକରି ସଭିଏଁ କୌଣସି ଏକ ତାରିଖ ଠିକ କରନ୍ତୁ, ଯେବେ ଅଧିକାଂଶ ଉଇକିଆଳି ଯୋଗ ଦେଇପାରିବେ । --
Snip
ମୋ ଆଲୋଚନା
୧୩:୪୩, ୧୫ ମାର୍ଚ୍ଚ ୨୦୨୬ (IST)
reply
ଆସନ୍ତା ଶୁକ୍ରବାର (୧୦ ତାରିଖ, ମାସଟେ ପୂରିବ) ସନ୍ଧ୍ୟା ୬ଟା ପାଖାପାଖି କେମିତି ହେବ? --
Psubhashish
ମୋ ଆଲୋଚନା
୧୧:୫୦, ୨ ଅପ୍ରେଲ ୨୦୨୬ (IST)
reply
ଉଇକିମିଡିଆ ସଂଗଠନର ଇକୋସିଷ୍ଟମ ଅପଡେଟ ବାବଦରେ
ସମ୍ପାଦନା
ଉଇକିମିଡ଼ିଆ ସଂଗଠନର
ଇକୋସିଷ୍ଟମ ଉପରେ ପାଇଲଟ୍ ଫ୍ୟୁଚର ଆଫିଲିଏଟ୍ ଲ୍ୟାଣ୍ଡସ୍କେପ୍
ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତାବ ପ୍ରକାଶ କରିଛି । ଏହା ଆପଣଙ୍କ ସମୀକ୍ଷା ଏବଂ
ମତାମତକୁ
ସ୍ୱାଗତ କରୁଛି । ଏହି ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଆନ୍ଦୋଳନ ସଂଗଠନ ବିଷୟରେ ଭବିଷ୍ୟତ ବାର୍ତ୍ତାଳାପ ପାଇଁ ଏକ ଆଧାର ପ୍ରଦାନ କରିବା ଏବଂ ଆବଶ୍ୟକ ପରିବର୍ତ୍ତନର କାର୍ଯ୍ୟ ଏବଂ କାର୍ଯ୍ୟକାରିତା ଦିଗରେ ପ୍ରକ୍ରିୟାକୁ ଆଗକୁ ବଢାଇବା । ମୁଖ୍ୟ ଲକ୍ଷ୍ୟ ହେଉଛି ଆନ୍ଦୋଳନ ସଂଗଠନର ଗଠନ, ବିଶେଷକରି ଉଦ୍ଦେଶ୍ୟ, ଭୂମିକା, ଅଧିକାର ଏବଂ ପ୍ରତ୍ୟେକ ସଂଗଠନ ପ୍ରକାର ସହିତ ଜଡିତ ଆଶା, ଏବଂ ବିଭିନ୍ନ ସଂଗଠନ ପ୍ରକାର ପରସ୍ପର ସହିତ କିପରି ସଂଯୁକ୍ତ ତାହା ବିଷୟରେ ସ୍ପଷ୍ଟତା ହାସଲ କରିବା ।
ଏହି ଡ୍ରାଫ୍ଟ ପ୍ରସ୍ତାବ ଉଇକିମିଡ଼ିଆ ସଂଗଠନର ଏକ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆଡକୁ ଏକ
ସନ୍ଦର୍ଭ
ପ୍ରକାଶନ ପରେ ଆସିଛି । ସେହି କାଗଜରେ ପରବର୍ତ୍ତୀ ପଦକ୍ଷେପ ପାଇଁ ଏକ ପ୍ରସ୍ତାବ ଆଣିବା ପାଇଁ ଡିସେମ୍ବର ୨୦୨୫ ରେ ଗଠିତ ଏକ
ଫୋକସ୍ ଗ୍ରୁପ୍
ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି । ଏହି ପ୍ରସ୍ତାବ ହେଉଛି ଏହି କାର୍ଯ୍ୟର ଫଳାଫଳ ।
ଉଇକିପିଡ଼ିଆର ଭବିଷ୍ୟତ କେମିତି ହେବ ସେଥିପାଇଁ ଆପଣ ସେଠାରେ ଯାଇ ମତାମତ ଦେଇ ପାରିବେ । --
ଜ୍ଞାନ
ମୋତେ କିଛି କହିବେ
୦୯:୩୯, ୧୨ ମାର୍ଚ୍ଚ ୨୦୨୬ (IST)
reply
ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୬ ବାବଦରେ
ସମ୍ପାଦନା
ମାର୍ଚ୍ଚ ୧ ରୁ ୩୧ ତାରିଖ ଯାଏଁ ଓଡ଼ିଆ ଉଇକିପିଡ଼ିଆରେ ଆୟୋଜିତ ହୋଇଛି ଉଇକି ଲଭ୍ସ୍ ଲାଙ୍ଗୁଏଜ୍ ବା
ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୬
। ପୂର୍ବରୁ ଏହା ୨୦୨୪ ମସିହାରେ ଆୟୋଜନ କରାଯାଇଥିଲା । ଏଥର ଗଣ-ସମ୍ପାଦନାର ନିୟମ ଅନୁସାରେ ପଶ୍ଚିମ ଆଫ୍ରିକୀୟ ଭାଷାଗୁଡ଼ିକ ଉପରେ ପ୍ରସଙ୍ଗମାନ ଗଢ଼ାଯିବ । ଏଥିରେ ଅଂଶଗ୍ରହଣ କରିବାକୁ ଅନୁରୋଧ । -
ଗପୁ
ମୋ ଆଲୋଚନା
୨୨:୫୫, ୧ ମାର୍ଚ୍ଚ ୨୦୨୬ (IST)
reply
ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୬ ବାବଦରେ
ସମ୍ପାଦନା
୨୦୧୯ ମସିହାରେ ଚାଲି ଆସୁଥିବା ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ମଧ୍ୟ ଏଥର
୨୦୨୬ରେ
ଆୟୋଜନ କରାଯାଇଛି । ଓଡ଼ିଆ ଉଇକିପିଡ଼ିଆ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛି । ଯଦିଓ ପୁରସ୍କାର ବାବଦରେ ଏବେଯାଏଁ କିଛି ଅବଗତ କରାଯାଇନାହିଁ, ତଥାପି ପୂର୍ବବର୍ଷଗୁଡ଼ିକ ଭଳି ଏଥର ମଧ୍ୟ କିଛି ପୁରସ୍କାର ପ୍ରଦାନ କରାଯିବ । ଫେବୃଆରୀ ୧ ରୁ ଆରମ୍ଭ ହୋଇଥିଲା ଏହି ଗଣ-ସମ୍ପାଦନାଟି ୩୧ ମାର୍ଚ୍ଚ ଯାଏଁ ଚାଲିବ । ଏଥିରେ ଅଂଶଗ୍ରହଣ କରିବାକୁ ଅନୁରୋଧ । -
ଗପୁ
ମୋ ଆଲୋଚନା
୨୧:୧୪, ୩ ଫେବୃଆରୀ ୨୦୨୬ (IST)
reply
ଉଇକିମିଡ଼ିଆ ଫ୍ୟୁଚର ଲ୍ୟାବ
ସମ୍ପାଦନା
ଏ ଜାନୁଆରୀ ୩୦ରୁ ଫେବ୍ରୁଆରୀ ୧ ଯାଏ ଜର୍ମାନୀର ଫ୍ରାଙ୍କଫର୍ଟରେ ହେବାକୁ ଥିବା
ଉଇକିମିଡ଼ିଆ ଫ୍ୟୁଚର ଲ୍ୟାବରେ
ଚିନୁ
ଆଉ ମୁଁ ଭାଗନେଉଛୁ । ଉଇକିମିଡ଼ିଆ ଆନ୍ଦୋଳନର ଭବିଷ୍ୟତ ବାବଦରେ ଏ କାର୍ଯ୍ୟକ୍ରମ । ବିଶ୍ୱର ବିଭିନ୍ନ ସମୁଦାୟରୁ ଉଇକିଆଳିମାନେ ଏଥିରେ ଭାଗନେବେ । ଆଶା ସେଠୁ ଆମେ ଯାହା ଶିଖିବୁ ତାକୁ ସଂକ୍ଷେପରେ ଏଠି ବତେଇପାରିବୁ । ତା' ସହ ଆମେ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପରୁ ଯାହା ଶିଖିଛୁ ତାକୁ ସେଠି ଆଲୋଚନା କରିପାରିବୁ । --
Psubhashish
ମୋ ଆଲୋଚନା
୧୦:୧୩, ୨୫ ଜାନୁଆରୀ ୨୦୨୬ (IST)
reply
ଉଇକିପିଡ଼ିଆର ୨୫ତମ ଜନ୍ମବାର୍ଷିକୀ ପାଳନ ବାବଦରେ
ସମ୍ପାଦନା
୧୫ ଜାନୁଆରୀ ୨୦୨୬କୁ ଉଇକିପିଡ଼ିଆକୁ ୨୫ ବର୍ଷ ପୂରଣ ହେବ, ତେଣୁ ବିଶ୍ୱ ସମୁଦାୟର ବିଭିନ୍ନ ସ୍ଥାନରେ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଉଛି । ଆମେ ମଧ୍ୟ ଏହି ପାଳନ ପାଇଁ ଯୋଜନା କରୁଛୁ । ଯଦିଓ ସମୟ ବହୁତ କମ୍, ୧ ନଭେମ୍ବର ସୁଦ୍ଧା ଆବେଦନ କରିବାକୁ ହେବ । ତେଣୁ ସଭିଙ୍କର ମତାମତ ଆବଶ୍ୟକ । -
ଗପୁ
ମୋ ଆଲୋଚନା
୨୩:୩୦, ୩୦ ଅକ୍ଟୋବର ୨୦୨୫ (IST)
reply
ଉଇକିପିଡ଼ିଆର ୨୫ତମ ଜନ୍ମଦିନ ପାଳନ ପାଇଁ ଅନୁମୋଦନ ମିଳିସାରିଛି । ଏହି ସମୟରେ ଏକ ଗଣ-ସମ୍ପାଦନା କରିବା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ । ଯେହେତୁ ଉଇକିପିଡ଼ିଆକୁ ୨୫ ବର୍ଷ ପୂରଣ ହେଉଛି, ତେଣୁ ଇଂରାଜୀ ଉଇକିପିଡ଼ିଆରେ ଉପଲବ୍ଧ ଥିବା ଅନ୍ୟଭାଷାର ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଏହି ଗଣ-ସମ୍ପାଦନାରେ ଅନ୍ତର୍ଭୁକ୍ତ କରିବାକୁ ମୁଁ ପ୍ରସ୍ତାବ ଦେଉଛି । ଗଣ-ସମ୍ପାଦନାଟି ଜାନୁଆରୀ ୫-୨୫ ଯାଏଁ କରିବାକୁ ମଧ୍ୟ ପ୍ରସ୍ତାବ ଦେଉଛି । ନୂତନ ବର୍ଷର ଶୁଭେଚ୍ଛା ସହିତ ସମସ୍ତଙ୍କର ମତାମତ ଅପେକ୍ଷାରେ ।
ଗପୁ
ମୋ ଆଲୋଚନା
୨୦:୫୮, ୩୦ ଡିସେମ୍ବର ୨୦୨୫ (IST)
reply
ଭଲ ହେବ ଗପୁ!
Psubhashish
ମୋ ଆଲୋଚନା
୦୮:୦୭, ୪ ଜାନୁଆରୀ ୨୦୨୬ (IST)
reply
ଭଲ ଉଦ୍ୟମ । ମୁଁ ଏଥିପାଇଁ ସହମତି ଜଣାଉଛି । Maina ୧୧:୨୦, ୫ ଜାନୁଆରୀ ୨୦୨୬ (IST)
ମତାମତ ପାଇଁ ଧନ୍ୟବାଦ । ଏହି ଗଣ-ସମ୍ପାଦନାରେ, ୩ ଜଣ ବ୍ୟବହାରକାରୀ (ଅଲିଭା ସାହୁ, ସଂଗ୍ରାମ କେଶରୀ ସେନାପତି ଓ ହରିହର ପ୍ରସାଦ ଶତପଥୀ) ଅଂଶଗ୍ରହଣ କରିଥିଲେ ଏବଂ ୨୫ ଜାନୁଆରୀ ଯାଏଁ ଚାଲିଥିବା ଗଣ-ସମ୍ପାଦନାଟି ୩୧ ଜାନୁଆରୀ ଯାଏଁ ଚାଲିଥିଲା ଏବଂ ସମୁଦାୟ ୮୧ଟି ପ୍ରସଙ୍ଗ ଗଢ଼ାଯାଇଥିଲା । ହରିହର ଶତପଥୀ ୫୧ଟି, ସଂଗ୍ରାମ ସେନାପତି ୨୭ଟି ଓ ଅଲିଭା ସାହୁ ୩ଟି ପ୍ରସଙ୍ଗ ଗଢ଼ିଥିଲେ । -
ଗପୁ
ମୋ ଆଲୋଚନା
୨୧:୧୧, ୩ ଫେବୃଆରୀ ୨୦୨୬ (IST)
reply
ଉଇକିମାନିଆ ୨୦୨୫ରେ ବୃତ୍ତି ପାଇଁ ଆଉ ୮ ଦିନ ବାକି
ସମ୍ପାଦନା
ଶାରରୀକ ଅସୁସ୍ଥତା ହେତୁ ମୁଁ ନିଜେ ସବୁ ଠିକଣା ସମୟରେ ଦେଖି ଲେଖିପାରିନି ଗତ ଦି ମାସ ଧରି । ତେବେ ଏବେ ଜାଣୁଛି ଯେ ଉଇକିମାନିଆରେ ଯୋଗଦେବା ପାଇଁ ବୃତ୍ତି ଆବେଦନକୁ ଆଉ ୮ ଦିନ ବାକି । ଯଦି କେହି ପୁରୁଖା ଉଇକିଆଳି ଆବେଦନରେ ସାହାଯ୍ୟ ଚାହୁଁଥିବେ ଦୟାକରି ପ୍ରଶ୍ନସବୁର ଉତ୍ତର ଏକ ଗୁଗୁଲ ଡକରେ ଲେଖି ଆଗାମୀ ୫ ଦିନ ଭିତରେ ସେଆର କରିବେ । ମୁଁ ବ୍ୟକ୍ତିଗତ ଭାବେ ଯଥାସମ୍ଭବ ଚେଷ୍ଟାକରିବି ସାହାଯ୍ୟ କରିବା ପାଇଁ । ଆଗରୁ ଉଇକିମାନିଆରେ ସଫଳ ଭାବେ ବୃତ୍ତି ପାଇଥିବା ଉଇକିଆଳି ବି ତଳେ ନିଜ ନାମ ଲେଖିପାରିବେ ସାହାଯ୍ୟ କରିବାକୁ ଇଚ୍ଛୁକ ଆଉ ସମର୍ଥ ହୋଇଥିଲେ । ଅଧିକ ସୂଚନା
ଉଇକିମାନିଆ ବୃତ୍ତି
] ପୃଷ୍ଠାରେ ଅଛି । --
Psubhashish
ମୋ ଆଲୋଚନା
୧୪:୪୨, ୨୨ ଅକ୍ଟୋବର ୨୦୨୫ (IST)
reply
ଏସିଆ ମାସ ଗଣ-ସମ୍ପାଦନା ୨୦୨୫ରେ ଭାଗ ନେବାକୁ ଅନୁରୋଧ
ସମ୍ପାଦନା
ଏସିଆ ମାସ ଗଣସମ୍ପାଦନା ୨୦୨୫ରେ ଯୋଗ ଦେବାକୁ ଅନୁରୋଧ
୨୦୨୫ ନଭେମ୍ବର ୦୧ - ୩୦
ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେଉଛି
ଏସିଆ ମାସ ଗଣସମ୍ପାଦନା
। ଆସନ୍ତୁ ମିଶି ଲେଖିବା ଭାରତ ବାହାରେ ଏସିଆ ମହାଦେଶରୁ କିଛି ପ୍ରସଙ୍ଗ ।
ଭାଗ ନିଅନ୍ତୁ
ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)
ଆଡ୍ଭାନ୍ସଡ୍ ଟିଟିଟିରେ (ATTT) ଅଂଶଗ୍ରହଣର ମତାମତ
ସମ୍ପାଦନା
ସଂଗ୍ରାମ କେଶରୀ ସେନାପତି
IIITH/OKI ଟିମ୍ ଦ୍ୱାରା ଗତ ଅକ୍ଟୋବର ୧୦-୧୨ ତାରିଖ ଯାଏଁ ଟ୍ରାଇପଲ୍ ଆଇଟି ହାଇଦ୍ରାବଦ ଠାରେ ଆୟୋଜିତ ଆଡ୍ଭାନ୍ସଡ୍ ଟ୍ରେନ୍ ଦି ଟ୍ରେନର୍ କର୍ମଶାଳାରେ ମୁଁ
ପ୍ରୋଜେକ୍ଟ ଇଭାଲୁଏସନ୍
ଟ୍ରାକ୍ ପାଇଁ ଆବେଦନ କରି ଯୋଗ୍ୟ ବିବେଜିତ ହେବା ପରେ ଅଂଶଗ୍ରହଣ କରିଥିଲି । ଏହି କର୍ମଶାଳାରେ ମୁଁ ବିଭିନ୍ନ ନୂଆ/ପୁରୁଣା ଟୁଲ୍ ବିଷୟରେ ଶିଖିଲି, ଯାହା ଦ୍ୱାରା ଆମ ଉଇକିଡ଼ିଆ ବିଷୟରେ ଅନେକ କିଛି ଆମେ ଖୋଜିପାରିବା । ଯଦିଓ ଏହା ଟିକେ ଟେକ୍ନିକାଲ୍ ପାଠ, ତଥାପି ବିଭିନ୍ନ ଏଆଇ କିମ୍ବା ସାଥୀ ଉଇକିଆଳିଙ୍କ ସାହାଯ୍ୟ ନେଇ କିଛି କାମ କରିହେବ । ଏହା ବ୍ୟତୀତ ଗୋଟିଏ ନୂଆ ପ୍ରଜେକ୍ଟ କରିବା ପାଇଁ କ'ଣ ସବୁ କରିବାକୁ ହେବ ଏବଂ ପରବର୍ତ୍ତୀ କ'ଣ କାମ ଆବଶ୍ୟକ ସେ ବିଷୟରେ ବିଭିନ୍ନ ପ୍ରଶିକ୍ଷକମାନେ ଶିଖାଇଥିଲେ । ଯଦିଓ ମୁଁ ନିଜେ ବିଭିନ୍ନ ପ୍ରକଳ୍ପ ସହ ପୂର୍ବରୁ ଜଡ଼ିତ, କିନ୍ତୁ ଏହାକୁ କେମିତି ସଠିକ ଢଙ୍ଗରେ ଉପସ୍ଥାପନ କରାଯିବ, ଅନ୍ୟମାନଙ୍କୁ ଏହା ବିଷୟରେ ଜଣାଇହେବ ଏବଂ ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ପରିମାଣ କିପରି ଫାଉଣ୍ଡେସନ୍ କିମ୍ବା କୌଣସି ନିବେଶକଙ୍କ ଠାରୁ ନେଇହେବ, ସେ ବାବଦରେ ଶିଖିଲି । ଉଇକିମିଡ଼ିଆ ଫାଉଣ୍ଡେସନ୍ରେ ଭାରତ ପାଇଁ କୌଣସି ବ୍ୟକ୍ତି କିଛି ଫଣ୍ଡ କିପରି ଆଣିପାରିବେ ଏବଂ ଏବେକାର ପରିସ୍ଥିତି ବିଷୟରେ ପାର୍ଟନର୍ସିପ୍ ଅଫିସର୍ ପ୍ରବୀଣ ଦାସ ମଧ୍ୟ କିଛି ଶିଖାଇଲେ । ଏହିସବୁ ଶିକ୍ଷଣ ଆଗକୁ ଭଲ ପ୍ରକଳ୍ପ ଆୟୋଜନ କରିବାରେ ସାହାଯ୍ୟ କରିବ ବୋଲି ମୁଁ ଆଶା ରଖିଛି ।
ଅଲିଭା ସାହୁ
ମହାତ୍ମା ଗାନ୍ଧୀ ଗଣସମ୍ପାଦନା ୨୦୨୫ ବାବଦରେ
ସମ୍ପାଦନା
ମହାତ୍ମା ଗାନ୍ଧୀ ଗଣସମ୍ପାଦନା ୨୦୨୫ରେ ଯୋଗ ଦେବାକୁ ଅନୁରୋଧ
୩୦ ସେପ୍ଟେମ୍ବର – ୨ ଅକ୍ଟୋବର ୨୦୨୫
ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହେଉଛି
ମହାତ୍ମା ଗାନ୍ଧୀ ଗଣସମ୍ପାଦନା
। ଆସନ୍ତୁ ମିଶି ଲେଖିବା ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ କିଛି ପ୍ରସଙ୍ଗ ।
ଭାଗ ନିଅନ୍ତୁ
ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)
ଏହି ଗଣସମ୍ପାଦନାଟିରେ ଓଡ଼ିଆ ଉଇକିପିଡ଼ିଆ ସମେତ ଅନ୍ୟାନ୍ୟ ୧୦ଟି ଭାଷାର ଉଇକିଆଳିମାନେ ଭାଗ ନେଇଥିଲେ । କେବଳ ଓଡ଼ିଆରେ ୫୫ଟି ପ୍ରସଙ୍ଗ ଗଢ଼ାଯାଇଛି ଏବଂ ସମସ୍ତ ଆୟୋଜକ ତଥା ଅଂଶଗ୍ରହଣକାରୀଙ୍କୁ ଇ-ମେଲ୍ କିମ୍ବା ହ୍ୱାଟସ୍ଆପ୍ ମେସେଜ୍ ଜରିଆରେ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ।
ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ଆୟୋଜନ ବାବଦରେ
ସମ୍ପାଦନା
ଗତବର୍ଷ ଓଡ଼ିଆ ଉଇକିପିଡ଼ିଆରେ
ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୪
ଆୟୋଜନ କରାଯାଇଥିଲା, ଯେଉଁଥିରେ ମାତ୍ର ୩ ଜଣ ଉଇକିଆଳି ଭଗ ନେଇଥିଲେ, କିନ୍ତୁ ୩୧ଟି ପ୍ରସଙ୍ଗ ଗଢ଼ାଯାଇଥିଲା । ଅପ୍ରେଲ ୧ (ଉତ୍କଳ ଦିବସ)ରୁ ଆରମ୍ଭ ହୋଇ ଅପ୍ରେଲ ୧୫ (ପଣା ସଂକ୍ରାନ୍ତି) ଯାଏଁ ଏଥର ମଧ୍ୟ ଏପରି ଏକ ଆୟୋଜନ କରିବାକୁ ପ୍ରସ୍ତାବ ରଖୁଛି । ପୂର୍ବରୁ ଫେସ୍ବୁକ୍ ମେସେଞ୍ଜର୍ର ସକ୍ରିୟ ଉଇକିଆଳି ଗ୍ରୁପ୍ରେ
ପ୍ରୀତି ଭାଇ
ମଧ୍ୟ ଓଡ଼ିଆ ସାହିତ୍ୟ ଉପରେ ଗଣ-ସମ୍ପାଦନା ପାଇଁ ପ୍ରସ୍ତାବ ରଖିଥିଲେ । ତେଣୁ ଏହି ଗଣ-ସମ୍ପାଦନା ପାଇଁ ସଭିଙ୍କୁ ସହଯୋଗ କରିବାକୁ ତଥା ଭାଗ ନେବାକୁ ଅନୁରୋଧ ରହିଲା । -
ଗପୁ
ମୋ ଆଲୋଚନା
୨୨:୦୩, ୨୫ ମାର୍ଚ୍ଚ ୨୦୨୫ (IST)
reply
Phased deployment of the CampaignEvents extension across various Wikipedias
ସମ୍ପାଦନା
Namaste!
Firstly, apologies for posting this message in a different language!
I am writing on behalf of the
Campaigns product team
who are planning a global deployment of the
CampaignEvents extension
to all Wikipedias, starting with a small batch in April 2025.
The Odia Wikipedia is one of the wikis proposed for this phase! This extension is designed to help organizers plan and manage events, wikiprojects, and other on-wiki collaborations. Also making these events/wikiprojects more discoverable. You can find out more here on the
FAQs page
The three main features of this extension are:
Event Registration:
A simple way to sign up for events on the wiki.
Event List:
A calendar to show all events on your wiki. Soon, it will include WikiProjects too.
Invitation Lists:
A tool to find editors who might want to join, based on their edits.
Please Note:
This extension comes with a new user right called "Event Organizer," which will be managed by the administrators of Odia Wikipedia, allowing the admins to decide when and how the extension tools are used on the wikis.
Once released, the organizer-facing tools (Event Registration and Invitation Lists) can only be used if someone is granted the Event-Organizer right, managed by the admins.
The extension is already on some wikis,e.g Meta, Wikidata, English Wikipedia (
see full list
). Check out the
phased deployment plan
and share your thoughts by March 31, 2025.
Dear Admins,
your feedback and thoughts are especially important because this extension includes a new user right called "Event Organizer," which will be managed by you. Once you take a look at the details above and on the linked pages, we suggest drafting a community policy outlining criteria for granting this right on Odia Wikipedia. Check out
Meta:Event_organizers
and
Wikidata:Event_organizers
to see examples.
For further enquiries, feel free to contact us via the
extension talkpage
, or email rasharma@wikimedia.org.
--
RASharma (WMF)
ମୋ ଆଲୋଚନା
୧୫:୧୭, ୨୧ ମାର୍ଚ୍ଚ ୨୦୨୫ (IST)
reply
Invitation to Participate in the Wikimedia SAARC Conference Community Engagement Survey
ସମ୍ପାଦନା
Dear Community Members,
I hope this message finds you well. Please excuse the use of English; we encourage translations into your local languages to ensure inclusivity.
We are conducting a Community Engagement Survey to assess the sentiments, needs, and interests of South Asian Wikimedia communities in organizing the inaugural Wikimedia SAARC Regional Conference, proposed to be held in Kathmandu, Nepal.
This initiative aims to bring together participants from eight nations to collaborate towards shared goals. Your insights will play a vital role in shaping the event's focus, identifying priorities, and guiding the strategic planning for this landmark conference.
Survey Link:
We kindly request you to dedicate a few moments to complete the survey. Your feedback will significantly contribute to ensuring this conference addresses the community's needs and aspirations.
Deadline to Submit the Survey: 20 January 2025
Your participation is crucial in shaping the future of the Wikimedia SAARC community and fostering regional collaboration. Thank you for your time and valuable input.
Warm regards,
Biplab Anand
A2K Monthly Report – December 2024
ସମ୍ପାଦନା
Dear Wikimedians,
Happy 2025! We are thrilled to share with you the December edition of the CIS-A2K Newsletter, showcasing our initiatives and achievements from the past month. In this issue, we offer a detailed recap of key events, collaborative projects, and community engagement efforts. Additionally, we provide a preview of the exciting plans we have in store for the upcoming month. Stay connected with our dynamic community as we celebrate the progress we’ve made together!
In the Limelight
Santali Food Festival
Dispatches from A2K
Monthly Recap
Learning hours Call
Indic Wikimedia Hackathon 2024
Santali Food Festival
Coming Soon - Upcoming Activities
She Leads Bootcamp
You can access the newsletter
here
To subscribe or unsubscribe to this newsletter, click
here
Warm regards,
CIS-A2K Team
MediaWiki message delivery
ମୋ ଆଲୋଚନା
୨୨:୪୧, ୧୨ ଜାନୁଆରୀ ୨୦୨୫ (IST)
reply
Open Community Call -
Expressions of Interest to host Wikimania 2027 in India
ସମ୍ପାଦନା
ଦୟାକରି ନିଜ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ
Dear Wikimedians,
Happy 2025.. 😊
As you must have seen, members from Wikimedians of Kerala and Odia Wikimedia User Groups initiated preliminary discussions around submitting an Expression of Interest (EoI) to have Wikimania 2027 in India. You can find out more on the
Meta Page
Our aim is to seek input and assess the overall community sentiment and thoughts from the Indian community before we proceed further with the steps involved in submitting the formal EOI.
As part of the same, we are hosting an
open community call regarding India's Expression of Interest (EOI) to host Wikimania 2027
. This is an opportunity to gather your valuable feedback, opinions, and suggestions to shape a strong and inclusive proposal.
📅 Date: Wednesday, January 15th 2025
⏰ Time: 7pm-8pm IST
📍 Platform:
Your participation is key to ensuring the EOI reflects the collective aspirations and potential of the vibrant South Asian community.
Let’s join together to make this a milestone event for the Wikimedia movement in South Asia.
We look forward to your presence!
Warm regards,
Wikimedians of Kerala
and
Odia Wikimedians
User Group's
This message was sent with
MediaWiki message delivery
ମୋ ଆଲୋଚନା
) by
Gnoeee
talk
) at
୧୧:୨୫, ୧୪ ଜାନୁଆରୀ ୨୦୨୫ (IST)
reply
New Wikimedia Campaign Launching Tomorrow: Indic Writing Systems Campaign 2025
ସମ୍ପାଦନା
Dear Wikimedians,
We are excited to announce the launch of the
Indic writing systems campaign 2025
, which will take place from 23 January 2025 (World Endangered Writing Day) to 21 February 2025 (International Mother Language Day). This initiative is part of the ongoing efforts of
WikiProject writing Systems
to raise awareness about the documentation and revitalization of writing systems, many of which are currently underrepresented or endangered.
Representatives from important organizations that work with writing systems, such as Endangered Alphabets and the Script Encoding Initiative, support the campaign. The campaign will feature two primary activities focused on the
list of target scripts
Wikidata Labelathon
: A focused effort to improve and expand the information related to South Asian scripts on Wikidata.
Wikipedia Translatathon
: A collaborative activity aimed at enhancing the coverage of South Asian writing systems and their cultural significance on Wikipedia.
We are looking for local organizers to engage their respective communities. If you are interested in organizing, kindly sign-up
here
. We also encourage all Indic Wikimedians to
join us
in this important campaign to help document and celebrate the diverse writing systems of South Asia.
Thank you for your support, and we look forward to your active participation.
Regards
MediaWiki message delivery
ମୋ ଆଲୋଚନା
୨୨:୫୯, ୨୨ ଜାନୁଆରୀ ୨୦୨୫ (IST)
Navya sri Kalli
reply
A2K Monthly Newsletter – January 2025
ସମ୍ପାଦନା
Dear Wikimedians,
We are delighted to share the January edition of the CIS-A2K Newsletter, highlighting our initiatives and accomplishments from the past month. This issue features a detailed recap of key events, collaborative projects, and community engagement efforts. Plus, get a sneak peek at the exciting plans we have for the upcoming month. Let’s continue strengthening our community and celebrating our collective progress!
In the Limelight
Wikipedia and Wikimedia Commons App Usage in India: Key Insights and Challenges
Dispatches from A2K
Monthly Highlights
Learning Hours Call
She Leads Bootcamp 2025
Wikisource Reader App
Coming Soon – Upcoming Activities
Participation in Wikisource Conference
Second Iteration of She Leads
Please read the full newsletter
here
To subscribe or unsubscribe to this newsletter, click
here
Looking forward to another impactful year ahead!
Regards,
CIS-A2K Team
MediaWiki message delivery
ମୋ ଆଲୋଚନା
୨୦:୦୪, ୧୨ ଫେବୃଆରୀ ୨୦୨୫ (IST)
reply
Editing contest about Norway
ସମ୍ପାଦନା
Hello! Please excuse me from writing in English. If this post should be posted on a different page instead, please feel free to move it (or tell me to move it).
I am Jon Harald Søby from the Norwegian Wikimedia chapter,
Wikimedia Norge
. During the month of April, we are holding
an editing contest
about India on the Wikipedias in
Norwegian Bokmål
Norwegian Nynorsk
Northern Sámi
and
Inari Sámi
̩, and we had the idea to also organize an "inverse" contest where contributors to Indian-language Wikipedias can write about Norway and Sápmi.
Therefore, I would like to invite interested participants from the Odia-language Wikipedia (it doesn't matter if you're from India or not) to join the contest by visiting
this page in the Norwegian Bokmål Wikipedia
and following the instructions that are there.
Hope to see you there!
Jon Harald Søby (WMNO)
ମୋ ଆଲୋଚନା
୧୫:୫୨, ୪ ଅପ୍ରେଲ ୨୦୨୫ (IST)
reply
Invitation for the next South Asia Open Community Call (SAOCC) with a focus on WMF's Annual Plans (27th April, 2025)
ସମ୍ପାଦନା
Dear All,
The
South Asia Open Community Call (SAOCC)
is a monthly call where South Asian communities come together to participate, share community activities, receive important updates and ask questions in the moderated discussions.
The next SAOCC is scheduled for 27th April, 6:00 PM-7:00 PM (1230-1330 UTC) and will have a section with representatives from WMF who will be sharing more about their
Annual Plans
for the next year, in addition to Open Community Updates.
We request you all to please attend the call and you can find the joining details
here
Thank you!
MediaWiki message delivery
ମୋ ଆଲୋଚନା
୧୩:୫୫, ୧୪ ଅପ୍ରେଲ ୨୦୨୫ (IST)
reply
Update from A2K team: May 2025
ସମ୍ପାଦନା
Hello everyone,
We’re happy to share that the
Access to Knowledge
(A2K) program has now formally become part of the
Raj Reddy Centre for Technology and Society
at
IIIT-Hyderabad
. Going forward, our work will continue under the name
Open Knowledge Initiatives
The new team includes most members from the former A2K team, along with colleagues from IIIT-H already involved in Wikimedia and Open Knowledge work. Through this integration, our commitment to partnering with Indic Wikimedia communities, the GLAM sector, and broader open knowledge networks remains strong and ongoing. Learn more at our Team’s page on Meta-Wiki.
We’ll also be hosting an open session during the upcoming
South Asia Open Community Call
on 6 - 7 pm, and we look forward to connecting with you there.
Thanks for your continued support! Thank you
Pavan Santhosh,
On behalf of the Open Knowledge Initiatives Team.
📣 Announcing the South Asia Newsletter – Get Involved! 🌏
ସମ୍ପାଦନା
ଦୟାକରି ନିଜ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ
Hello Wikimedians of South Asia! 👋
We’re excited to launch the planning phase for the
South Asia Newsletter
– a bi-monthly, community-driven publication that brings news, updates, and original stories from across our vibrant region, to one page!
We’re looking for passionate contributors to join us in shaping this initiative:
Editors/Reviewers – Craft and curate impactful content
Technical Contributors – Build and maintain templates, modules, and other magic on meta.
Community Representatives – Represent your Wikimedia Affiliate or community
If you're excited to contribute and help build a strong regional voice, we’d love to have you on board!
👉 Express your interest though
this link
Please share this with your community members.. Let’s build this together! 💬
This message was sent with
MediaWiki message delivery
ମୋ ଆଲୋଚନା
) by
Gnoeee
talk
) at
୨୧:୧୨, ୬ ଜୁନ ୨୦୨୫ (IST)
reply
ରଥଯାତ୍ରା ଗଣ-ସମ୍ପାଦନା ୨୦୨୫ ବାବଦରେ
ସମ୍ପାଦନା
ପୂର୍ବ ଦୁଇବର୍ଷ ଭଳି ଏଥର ମଧ୍ୟ
ରଥଯାତ୍ରା ଗଣ-ସମ୍ପାଦନା
ଆୟୋଜନ କରାଯାଉଛି । ୨୭ ଜୁନରୁ ୯ ଜୁଲାଇ ପର୍ଯ୍ୟନ୍ତ ଉଭୟ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ କମନ୍ସରେ ଏହା ଆୟୋଜନ କରାଯିବ । ଉଇକିପିଡ଼ିଆରେ ପ୍ରସଙ୍ଗ ଗଢ଼ିବା ସହିତ କମନ୍ସରେ ରଥଯାତ୍ରା ସମ୍ବନ୍ଧିତ ଫଟୋ ଓ ଭିଡିଓ ଅପଲୋଡ଼ କରାଯିବ । ଏହି ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ ।
ଉଇକିମାନିଆ ୨୦୨୫ ଅଂଶଗ୍ରହଣ କରିବା ବିଷୟରେ ଲେଖୁଛି ।
ସମ୍ପାଦନା
ପ୍ରଣାମ ସଭିଙ୍କୁ ।
ଏଇ ବର୍ଷ ଉଇକିମାନିଆରେ ଆମ ୟୁଜର ଗୃପରୁ ଗପୁ ଭାଇ ଆଉ ମୁଁ ଦୁହେଁ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇଛୁ । ଏହା ଆଗାମୀ ଅଗଷ୍ଟ ୬ ରୁ ୯ ତାରିଖ ଯାଏଁ କେନିୟା ଦେଶର ନାଇରୋବି ଠାରେ ହେବାକୁ ଯାଉଛି । ମୁଁ ଏଥର ନିଜେ ଦାଖଲ କରିଥିବା ପ୍ରୋଗ୍ରାମ ଗୁଡିକ ସମ୍ଭାଳିବା ସହ, ଅନ୍ୟ ଏଜୁକେସନ ଓ ଗ୍ଲାମ ଜଡିତ ଟ୍ରାକ କିଛିରେ ଭାଗ ନେବାକୁ ଇଚ୍ଛୁକ ଅଛି । ୟୁଜର ଗୃପ ତରଫରୁ ଆମେ
ଏହି ପୋଷ୍ଟରଟି ମଧ୍ୟ ଦାଖଲ କରିଛୁ
ଓ ଅନୁମତି ମିଳିଲେ ଏହାକୁ ପୋଷ୍ଟର ସେଶନ ପ୍ରଦର୍ଶନୀରେ ଲଗାଇବୁ । କିଛି ମାତାମତ କିମ୍ବା କୌଣସି ଫୋଟୋ ବା ଲେଖାରେ ଆପତ୍ତି ଥିଲେ ଏଠି ଲେଖିବାକୁ ଅନୁରୋଧ ।
- ଚିନ୍ମୟୀ
ଏହି ପୋଷ୍ଟରଟି ବଢ଼ିଆ ହେଇଛି, ଆଶା ସଭିଙ୍କୁ ପସନ୍ଦ ମଧ୍ୟ ଆସିବ । -
ଗପୁ
ମୋ ଆଲୋଚନା
୧୯:୪୪, ୧୬ ଜୁଲାଇ ୨୦୨୫ (IST)
reply
ଉଇକିପିଡ଼ିଆ:ଉଇକିପ୍ରକଳ୍ପ HIV/AIDS ଜ୍ଞାନ ସୁଧାର ପ୍ରସ୍ତାବ
ସମ୍ପାଦନା
ସଭିଙ୍କୁ ମୋର ପ୍ରଣାମ
ମୁଁ ଏଠାରେ
ଉଇକିପିଡ଼ିଆ:ଉଇକିପ୍ରକଳ୍ପ HIV/AIDS ଜ୍ଞାନ ସୁଧାର
ତିଆରି କରୁଛି । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି HIV/AIDS ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସଠିକ୍, ସୁନିଶ୍ଚିତ ଏବଂ ଓଡ଼ିଆ ଭାଷାରେ ସାଧାରଣ ଲୋକ ଏବଂ ପ୍ରଫେସନାଲଙ୍କ ପାଇଁ ସହଜରେ ଉପଲବ୍ଧ କରାଯିବା ପରି ଉଇକିପିଡ଼ିଆ, ଉଇକିଡାଟା ଏବଂ ଉଇକିମିଡ଼ିଆ କମନ୍ସ (ଫୋଟୋ, ଅଡ଼ିଓ, ଭିଡ଼ିଓ)ରେ ତିଆରି କରାଯିବ । ଏହା ମାଧ୍ୟମରେ HIV/AIDS ସହିତ ଏହି ସଂକ୍ରମଣ ସହିତ ଜଡ଼ିତ ଅନ୍ୟ ରୋଗର ପ୍ରତିରୋଧ, ନିରୀକ୍ଷଣ, ଚିକିତ୍ସା, ସମାଜିକ ସମର୍ଥନ, ସରକାରୀ ଯୋଜନା, ଏବଂ ଲକ୍ଷ୍ୟ ଗୋଷ୍ଠୀର ଅଭିଜ୍ଞତା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଆ ଭାଷାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଏବଂ ସୂଚନାର ପ୍ରବେଶ ସୁବିଧା ଉନ୍ନତ ହେବା ସହିତ, ସମ୍ପ୍ରଦାୟରେ ଜ୍ଞାନ ବୃଦ୍ଧି ଓ HIV/AIDS ପ୍ରତି ଦୁର୍ଦ୍ଦାଷ୍ଟା ହ୍ରାସ ପାଇଁ ଅଗ୍ରସର ହେବ ।
ଆପଣମାନେ ଯଦି ଏହି ପ୍ରକଳ୍ପକୁ ସମର୍ଥନ କରିବାକୁ ଓ ଅଧିକ କିଛି ନୂଆ ଉପାୟ ଦେବାକୁ ଚାହୁଁଛନ୍ତି, ତେବେ ମୋତେ ଅବଗତ କରାନ୍ତୁ ।
Aliva Sahoo
ମୋ ଆଲୋଚନା
୧୨:୫୦, ୧୦ ଅଗଷ୍ଟ ୨୦୨୫ (IST)
reply
Call for Expression of Interest – Advanced Train the Trainer 2025 (ATTT)
ସମ୍ପାଦନା
Sorry for writing in English. Please feel free to translate it into your language.
The
Open Knowledge Initiatives
(OKI) team at IIIT-Hyderabad is organising
Advanced Train the Trainer (ATTT) 2025
, tentatively in the second week of October 2025 at IIIT-Hyderabad.
The program is for experienced Wikimedians who have attended TTT earlier and wish to deepen their leadership, thematic expertise, and practical skills. It will run in parallel
tracks
Evaluation, Impact, and Data Storytelling
– Measure, analyse, and communicate the impact of Wikimedia initiatives.
Project Design Challenge
– Develop a 3-month project with mentoring and planning tools.
Info about the event:
Deadline: 20 August 2025
Apply here:
Expression of Interest form
If you cannot apply directly on Meta, email your proposal (following the Meta template) with a valid reason to nitesh@research.iiit.ac.in.
— Open Knowledge Initiatives Team, IIIT-Hyderabad
MediaWiki message delivery
ମୋ ଆଲୋଚନା
୨୩:୩୦, ୧୪ ଅଗଷ୍ଟ ୨୦୨୫ (IST)
reply
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୨୫ରେ ଯୋଗ ଦେବାକୁ ଅନୁରୋଧ
ସମ୍ପାଦନା
ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ପୂର୍ବରୁ ୨୦୧୮ ଓ ୨୦୨୩ରେ ଗଣ-ସମ୍ପାଦନାର ଆୟୋଜନ କରାଯାଇଥିଲା, ଏଥରେ ପୁଣିଥରେ ତିନିଦିନ ଧରି ଏକ ଗଣ-ସମ୍ପାଦନା ଆୟୋଜନ କରାଯାଇଛି । ୧୫ ଅଗଷ୍ଟ ୨୦୨୫ରୁ ୧୭ ଅଗଷ୍ଟ ୨୦୨୫ ଯାଏଁ ଚାଲିବାକୁ ଏହି ଗଣ-ସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ ।
ଅଂଶଗ୍ରହଣ କରନ୍ତୁ
ସ୍ୱାଧୀନତା ଦିବସର ଶୁଭେଚ୍ଛା ସହ
ଗପୁ
ମୋ ଆଲୋଚନା
୧୨:୨୯, ୧୫ ଅଗଷ୍ଟ ୨୦୨୫ (IST)
reply
ତିନି ଦିନ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ, ସମୁଦାୟ ୩ ଜଣ ଉଇକିଆଳି ଭାଗ ନେଇଥିଲେ ଏବଂ ସମୁଦାୟ ୧୧ଟି ପ୍ରସଙ୍ଗ ଗଢ଼ାଯାଇଥିଲା । ଅଲିଭା ସାହୁ ସର୍ବାଧିକ ୬ଟି, ସଂଗ୍ରାମ କେଶରୀ ସେନାପତି ୩ଟି ଏବଂ ହରିହର ପ୍ରସାଦ ଶତପଥୀ ୨ଟି ପ୍ରସଙ୍ଗ ଗଢ଼ିଥିଲେ ।
ଗପୁ
ମୋ ଆଲୋଚନା
୧୯:୨୩, ୧୮ ଅଗଷ୍ଟ ୨୦୨୫ (IST)
reply
Expression of Interest Extended: Advanced Train the Trainer 2025
ସମ୍ପାଦନା
Dear all,
We are pleased to inform you that the deadline to submit your Expression of Interest has been extended until
26 August
. The
Advanced Train the Trainer
(ATTT) 2025 will be held on
10, 11, and 12 October 2025 at IIIT-Hyderabad
ATTT is designed for experienced Wikimedians who have or have not previously participated in Train the Trainer, but wish to develop further their leadership, thematic expertise, and practical application skills. The training will run in two thematic tracks:
Evaluation, Impact, and Data Storytelling
– Learn to measure, analyse, and narrate the impact of Wikimedia initiatives through hands-on labs and peer feedback.
Project Design: From Learning to Action
– Work on a 3-month project with mentoring and planning tools, turning learning into impactful, context-driven initiatives.
Apply here:
Expression of Interest form
Deadline to apply (extended): 26 August 2025
Event Dates: 10-12 October 2025
We will share further updates with you soon.
Note: If you are unsure about which track to choose, please still submit your application by answering the questions thoroughly. Our team will review it and assign you to the most suitable track. If you are not comfortable applying directly on Meta, you may send your proposal (using the Meta template and with a valid reason) to nitesh@research.iiit.ac.in. If selected, the OKI team will publish it on Meta on your behalf.
We look forward to receiving your applications and working together to shape impactful Wikimedia leadership!
Regards,
Open Knowledge Initiatives Team
IIIT-Hyderabad
MediaWiki message delivery
ମୋ ଆଲୋଚନା
୨୦:୧୨, ୨୦ ଅଗଷ୍ଟ ୨୦୨୫ (IST)
reply
Final Call: Apply for Advanced Train the Trainer 2025 by Today
ସମ୍ପାଦନା
Dear all,
This is a kind reminder that today is the
last day
to submit your
Expression of Interest for Advanced Train the Trainer 2025
. If you are interested, we warmly encourage you to complete your application at the earliest using the link below:
Here
Please note that we will not be able to accommodate requests for reopening the form after the deadline. Once submissions close, our team will begin the review process.
We look forward to your participation and thank you for your continued interest in strengthening leadership within our communities.
Regards, IIITH-OKI
MediaWiki message delivery
ମୋ ଆଲୋଚନା
୧୪:୦୫, ୨୬ ଅଗଷ୍ଟ ୨୦୨୫ (IST)
reply
ସମୁଦାୟ ପୋଷଣ ପ୍ରକଳ୍ପ
ପ୍ରସ୍ତାବ
ସମ୍ପାଦନା
ସଭିଙ୍କୁ ନମସ୍କାର,
ମୁଁ ଏଠାରେ “
ଉଇକିପିଡ଼ିଆ:ସମୁଦାୟ ପୋଷଣ ପ୍ରକଳ୍ପ
” ବିଷୟରେ ଗୋଟିଏ ନୂତନ ଉଇକିପିଡ଼ିଆ ପ୍ରକଳ୍ପ ତିଆରି କରିଛି। ଏହି ପ୍ରକଳ୍ପ ଓଡିଶା ସମେତ ଭାରତର ଗ୍ରାମୀଣ ଏବଂ ଅନ୍ୟାନ୍ୟ ସମୁଦାୟରେ ପୋଷଣ ଉନ୍ନତି, ସୁସ୍ଥ ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ଉଦ୍ଦେଶ୍ୟ କରି କାର୍ଯ୍ୟାନ୍ବୟୀ। ଏହି ଲେଖା IGNOU DNHE1 (Diploma in Nutrition and Health Education) ପୁସ୍ତକ ଅନୁସାରେ ପୋଷଣ ସଂପର୍କୀୟ ସୂଚନା, ତଥ୍ୟ ଏବଂ ନୀତିଗତ ଧାରଣା ଦିଆଯିବ।
ଲେଖାରେ ଏହାର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ, ଲାଭ, ଚ୍ୟାଲେଞ୍ଜସ୍, ସମ୍ଭାବ୍ୟ ପ୍ରଭାବ ଏବଂ ପୋଷଣ ସଚେତନତା ସମ୍ପର୍କୀୟ ସୂଚନା ଉଲ୍ଲେଖିତ ହେବ। ଏହା DNHE1 ଶିକ୍ଷାର୍ଥୀମାନେ ଏବଂ ସମାଜ ପୋଷଣ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏକ ଶିକ୍ଷାଦାୟକ ଓ ସୂଚନାମୂଳକ ଉତ୍ସ ହେବ।
ଭବିଷ୍ୟତରେ, ମୁଁ DNHE2 ଏବଂ DNHE3 ପୁସ୍ତକ ଅନୁସାରେ ସମ୍ପୂର୍ଣ୍ଣ ପୋଷଣ ପ୍ରକଳ୍ପ ଓ ସମୁଦାୟ ସ୍ୱାସ୍ଥ୍ୟ ଉନ୍ନତି ସମ୍ପର୍କୀୟ ଲେଖା ତିଆରି କରିବି, ଯାହା ଉଇକିପିଡ଼ିଆ ସମୁଦାୟ ପାଇଁ ଉପଯୁକ୍ତ ଏବଂ ଶିକ୍ଷାଦାୟକ ସୂଚନା ଦେବ।
ମୁଁ ଆଶା କରେ ଯେ, ଆପଣମାନେ ଏହି ପ୍ରସ୍ତାବକୁ ଗ୍ରହଣ କରି ଏହାର ଉଇକିପିଡ଼ିଆ ଲେଖା ସୃଷ୍ଟି ପ୍ରକ୍ରିୟାକୁ ଆଗକୁ ବଢ଼େଇବାରେ ମୋତେ ସହଯୋଗ କରିବେ ।
ଧନ୍ୟବାଦ,
Aliva Sahoo
ମୋ ଆଲୋଚନା
୦୮:୩୫, ୨୭ ସେପ୍ଟେମ୍ବର ୨୦୨୫ (IST)
reply
Advance TTT 2025 (ହାଇଦ୍ରାବାଦ)
ସମ୍ପାଦନା
ସଭିଙ୍କୁ ନମସ୍କାର
ମୁଁ
ଗପୁ
ଗତ ୯ ଅକ୍ଟୋବର ୨୦୨୫ ରୁ ୧୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଆୟୋଜିତ
Advance Train the Trainer (IIITH) 2025
ଶିକ୍ଷାଶିବିରରେ ଅଂଶଗ୍ରହଣ କରିଥିଲୁ।
ଏହି ଶିବିରରେ ଆମେ ଦୁହେଁ ଅଲଗା ଅଲଗା ଟ୍ରାକ୍ ବାଛିଥିଲୁ
ସଂଗ୍ରାମ କେଶରୀ ସେନାପତି -
Track 1: Deep Dive – Evaluation, Impact and Data Storytelling
ଅଲିଭା ସାହୁ -
Track 2: Project Design
ଏହି ଶିକ୍ଷାଶିବିର ମାଧ୍ୟମରେ ଆମେ ଉଇକିମିଡ଼ିଆ ପ୍ରୋଜେକ୍ଟରେ ତାତ୍ତ୍ୱିକ ଓ ପ୍ରାୟୋଗିକ ଜ୍ଞାନକୁ ଅଧିକ ସୁଦୃଢ଼ କରିବା ସହିତ, ପ୍ରକଳ୍ପ ପରିକଳ୍ପନା, ପରିଣାମ ବିଶ୍ଳେଷଣ ଏବଂ ତଥ୍ୟ ଉପସ୍ଥାପନା ବିଷୟରେ ଅନୁଭବ ଅର୍ଜନ କରିଛୁ।
ଭବିଷ୍ୟତରେ ଏହି ଅଭିଜ୍ଞତା ଏବଂ ଦକ୍ଷତାକୁ ଆମ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ- ବିଶେଷତଃ ପ୍ରକଳ୍ପ ଡିଜାଇନ, ସମୁଦାୟ ନିର୍ମାଣ, ଏବଂ ଫଳଦାୟୀ କାର୍ଯ୍ୟାନୁଷ୍ଠାନର ବ୍ୟବହାର କରି ଓଡ଼ିଆ ଉଇକି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ଆମର ଉଦ୍ଦେଶ୍ୟ।
ଧନ୍ୟବାଦ
ଅଲିଭା ସାହୁ
ସଂଗ୍ରାମ କେଶରୀ ସେନାପତି
ଉଇକିକନଫରେନ୍ସ ଇଣ୍ଡିଆ ୨୦୨୬ ପାଇଁ ସ୍କଲାରସିପ ଆବେଦନ ଚାଲୂ ଅଛି
ସମ୍ପାଦନା
ସଭିଙ୍କୁ ସାଦର ପ୍ରଣାମ,
ଉଇକିକନଫରେନ୍ସ ଇଣ୍ଡିଆ ୨୦୨୬ ପାଇଁ ସ୍କଲାରସିପ ଆବେଦନ ଏବେ ଚାଲୂ ଅଛି । ଏହି
ଉଇକିମିଡିଆ
ସମ୍ମିଳନୀ ୪ ରୁ ୬ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଭାରତର କୋଚିରେ ହେବାକୁ ଯାଉଛି ।
ଉଇକିକନଫରେନ୍ସ ଇଣ୍ଡିଆ ଭାରତ, ଦକ୍ଷିଣ ଏସିଆ ଏବଂ ବାହାରର ଉଇକିଆଳି, ସମ୍ପ୍ରଦାୟର ସଂଯୋଜକ ଏବଂ ଅବଦାନକାରୀଙ୍କୁ ଏକାଠି କରେ । ଏହା ନୂଆ ଲୋକଙ୍କ ବିଷୟରେ ଜାଣିବା, ନୂଆ କିଛି ଶିଖିବା, ନିଜର ଅଭିଜ୍ଞତା ବାଣ୍ଟିବା ଏବଂ ଖୋଲା ଜ୍ଞାନର ମୁଭମେଣ୍ଟକୁ ସୁଦୃଢ଼ କରିବାରେ ସହଯୋଗ କରିବା ପାଇଁ ଏକ ଭଲ ସୁଯୋଗ ।
ଯଦି ଆପଣ ଉଇକିମିଡିଆ ପ୍ରକଳ୍ପରେ ସକ୍ରିୟ ଯୋଗଦାନକାରୀ କିମ୍ବା ଭାଷାର ସମ୍ପ୍ରଦାୟ କାର୍ଯ୍ୟକଳାପରେ ଜଡିତ, ତେବେ ଆପଣଙ୍କୁ ସ୍କଲାରସିପ ପାଇଁ ଆବେଦନ କରିବାକୁ ଆମେ ଉତ୍ସାହିତ କରୁଛୁ । ବିସ୍ତୃତ ଘୋଷଣା
ଏଇଠି
ଦେଖିପାରିବେ । 🙂
ଆବେଦନ ଶେଷ ତାରିଖ: [୧୫ ଏପ୍ରିଲ ୨୦୨୬ ରାତି ୧୧:୫୯ IST]
ଆବେଦନ ଲିଙ୍କ:
ଆବେଦନ ଲିଙ୍କ
ଅଧିକ ସୂଚନା:
ମେଟା ପୃଷ୍ଠା ଲିଙ୍କ
ଆପଣଙ୍କ ସମ୍ପ୍ରଦାୟର ଅନ୍ୟମାନଙ୍କ ସହିତ ଏହି ଘୋଷଣା ସେୟାର କରିବାକୁ ଭୁଲିବେନି ।
ଧନ୍ୟବାଦ ।
ଉଇକିକନଫରେନ୍ସ ଇଣ୍ଡିଆ ୨୦୨୬ ଆୟୋଜକ ଦଳ
❙❚❚
❙❙
GnOeee
❚❙❚
❙❙
୦୨:୪୪, ୨୯ ମାର୍ଚ୍ଚ ୨୦୨୬ (IST)
reply
Invitation to join South Asian Community and the Annual Planning Discussions with WMF
ସମ୍ପାଦନା
"Kindly feel free to translate this text into your own language."
Dear Community member,
We would like to invite you all to the April edition of the South Asia Open Community Call that will focus on a discussion with the leadership of the Wikimedia Foundation on their
Annual Plan (2026-2027)
The
Foundation’s Annual Plan
is a high-level roadmap for what the organisation aims to achieve in the coming year. It includes not only the foundation’s Goals, Progress, and plan but also a summary of Global Trends that impact the present and future of our movement.
This is the right time for the South Asia community to participate and share their thoughts on the Wikimedia Foundation’s annual plan, helping shape it together. Share your hopes, concerns, bold ideas, and specific requests to contribute to the Foundation’s planning.
Hence, the next
South Asia Open Community Call
will be hosted on the following dates/times. Please mark the same in your calendar and sign up
here
Platform: Google Meet
Date: 17th April, 2026
Time: 1930-2045 IST (1400-1515 UTC)
Registration Link:
here
Note: Only those who have registered will receive the joining link.
Look forward to seeing you on the call,
Best,
MediaWiki message delivery
ମୋ ଆଲୋଚନା
୦୦:୧୧, ୬ ଅପ୍ରେଲ ୨୦୨୬ (IST)
reply
Indic Wikimedia Hackathon Hyderabad 2026 - Call for Applications
ସମ୍ପାଦନା
The
Indic MediaWiki Developers User Group
is pleased to announce the upcoming
Indic Wikimedia Hackathon Hyderabad 2026
, scheduled to take place in Hyderabad from 26 - 28 June 2026 (with 25 June as Day 0), in collaboration with the
IIITH-OKI
and
OSDG
club at
International Institute of Information Technology, Hyderabad
Wikimedia hackathons are spaces for developers, designers, content editors, and other community stakeholders to collaborate on building technical solutions that help improve tools, workflows, and overall user experience across Wikimedia projects.
The hackathon is intended for:
Technical contributors active in the Wikimedia technical ecosystem, including developers, maintainers (admins/interface admins), translators, designers, researchers, documentation writers, etc.
Content contributors having an in-depth understanding of technical issues in their home Wikimedia projects like Wikipedia, Wikisource, Wiktionary, etc.
Contributors from other FOSS communities or those who have participated in Wikimedia events in the past and would like to begin contributing to Wikimedia technical spaces.
Participants may work on curated hackathon tasks and are also encouraged to propose their own ideas, supported by a clear problem statement and a proposed approach.
To encourage participation and support promising contributions, scholarships will be provided to support participants’ related expenses.
Apply here:
Scholarship application form (Deadline: 2 May 2026):
Google form
More information:
We encourage interested contributors to apply and participate. Further updates, including program details and venue, will be shared on the Meta page.
Meta page:
Indic Wikimedia Hackathon Hyderabad 2026
If you have any questions, concerns, or need support with the application, please reach out via the Meta-Wiki talk page or email at
ଛାଞ୍ଚ:Nospam
Best Regards,
On behalf of Indic Mediawiki Developers User Group
"ରୁ ଅଣାଯାଇଅଛି
ଉଇକିପିଡ଼ିଆ
ଆଲୋଚନା ସଭା
ନୂଆ ଯୋଡ଼ନ୍ତୁ
US