ଉଇକିପିଡ଼ିଆ - ଉଇକିପିଡ଼ିଆ
Jump to content
ଉଇକିପିଡ଼ିଆରୁ
ଇଂରାଜୀ ଲିଙ୍କ
ଉଇକିପିଡ଼ିଆ
ଉଇକିପିଡ଼ିଆର ଲୋଗୋ
, ନାନାଦି ଲେଖା ପ୍ରଣାଳୀରୁ
ଗ୍ଲିଫସବୁ
ଏକ ଗ୍ଲୋବ ଭିତରେ ରଖାଯାଇଛି
Screenshot
ଉଇକିପିଡ଼ିଆର ବହୁଭାଷୀ ପୋର୍ଟାଲର ସ୍କ୍ରିନଛବି ।
ୟୁ.ଆର.ଏଲ
wikipedia
.org
ସ୍ଳୋଗାନ
ଏକ ଖୋଲା ଜ୍ଞାନକୋଷ ଯାହାକୁ କେହିଜଣେ ବି ବଦଳାଇ ପାରିବେ ।
The free encyclopedia that anyone can edit.
ବ୍ୟବସାୟିକ
ନାଁ
ସାଇଟର ପ୍ରକାର
ଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ
ରେଜେଷ୍ଟ୍ରିକରଣ
ଇଚ୍ଛାଧୀନ
ମିଳୁଥିବା
ଭାଷା
୨୮୫
କଣ୍ଟେଣ୍ଟ ଲାଇସେନ୍ସ
Creative Commons Attribution/
Share-Alike
3.0
(most text also dual-licensed under
GFDL
Media licensing varies
ମାଲିକ
ଉଇକିପିଡ଼ିଆ ଫାଉଣ୍ଡେସନ
ଅଣଲାଭକାରୀ
ତିଆରି କରିଥିଲେ
ଜିମି ଉଏଲ୍ସ
ଲାରି ସାଙ୍ଗର
ଆରମ୍ଭ କରାଯାଇଥିଲା
ଜାନୁଆରୀ 15, 2001
2001-01-15
୨୫
ବର୍ଷ ପୂର୍ବରୁ)
ଆଲେକ୍ସା
କ୍ରମାଙ୍କ
୧୪
(Global, July 2020
update
[[Category:Articles containing potentially dated statements from
ପ୍ରକାଶନରେ ଅସୁବିଧା: ଅଜଣା
ଯୁକ୍ତାକ୍ଷର ।
]]
ଏବେକାର ସ୍ଥିତି
ସଚଳ
ଉଇକିପିଡ଼ିଆ
iː
listen
wik-
IH
-PEE-
DEE
-ə
or
iː
listen
wik-
EE
-PEE-
DEE
-ə
Odia:
[uikipiɽiaː]
listen
) ଏକ
ଖୋଲା
ୱେବକୁ ନେଇ ତିଆରି
ମିଳିତ
ବହୁଭାଷୀ
ଜ୍ଞାନକୋଷ
ଯାହା ଏକ ଅଣଲାଭକାରୀ ସଙ୍ଘ
ଉଇକିମିଡ଼ିଆ ଫାଉଣ୍ଡେସନ
ଦେଇ ଚଳାଯାଇଥାଏ ।
ଏଥିରେ ୫.୪ କୋଟି ପ୍ରସଙ୍ଗ (ଯେଉଁଥିରୁ କେବଳ ୬୧ ଲକ୍ଷ ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଅଛି) ମିଳିତ ଭାବରେ ବିଶ୍ୱର
ଉଇକିଆଳିମାନଙ୍କ
ଦେଇ ଲେଖାଯାଇଛି ।।
ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ
ଜିମି ୱେଲ୍ସ
ଲାରି ସାଙ୍ଗରଙ୍କଦ୍ୱାରା
ଆରମ୍ଭ କରାଯାଇଥିଲା
ଇଣ୍ଟରନେଟ
ରେ ସବୁଠୁ ବେଶୀ
ଆଧାର ଦେବାରେ
ବ୍ୟବହାର କରାଯାଇଥାଏ ।
ଅଲେକ୍ସା ଇଣ୍ଟରନେଟ କ୍ରମ ଅନୁସାରେ ଏହା ବିଶ୍ୱର ୧୫ଟି ଲୋକପ୍ରିୟ ୱେବସାଇଟ ମଧ୍ୟରେ ସ୍ଥାନପାଇଛି ।
ଇଣ୍ଟରନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା
ଟାଇମ୍ସ
ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆମାନଙ୍କଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା ।
୧୦
ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟରନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ।
୧୧
୧୨
ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ
୧୩
ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ ।
୧୪
୧୫
୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ
ଫେସବୁକ
, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ
ୟୁ ଟ୍ୟୁବ
ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ୱାସିଙ୍ଗଟନ ପୋଷ୍ଟ ଇଣ୍ଟରନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
୧୬
ଇତିହାସ
ସମ୍ପାଦନା
ଜିମି ୱେଲ୍ସ ଏବଂ ଲାରି ସାଙ୍ଗର
ଉଇକିପିଡ଼ିଆକୁ ମୂଳତଃ ଇଂରାଜୀ ଭାଷାର ଅନ୍ୟ ଏକ ଜ୍ଞାନକୋଷ
ନ୍ୟୁପେଡ଼ିଆରୁ
ବିକଶିତ କରାଯାଇଥିଲା
ଉଇକିପିଡ଼ିଆକୁ,ପ୍ରଥମେ
ନ୍ୟୁପେଡ଼ିଆ
(Nupedia) ନାମକ ଇଂରାଜୀ ଭାଷାର ଏକ ଜ୍ଞାନକୋଷ/ବିଶ୍ୱକେଷର ଏକ ପରିପୂରକ ଯୋଜନା ରୂପେ ସେହି ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା ।
୧୭
ଏହାକୁ ଅନଲାଇନରେ ଇଣ୍ଟର୍ନେଟ ସହାୟତାରେ ଏକ ମୁକ୍ତ ଜ୍ଞାନକୋଷ ଭାବରେ, ସମସ୍ତଙ୍କଦ୍ୱାରା ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କଦ୍ୱାରା ଲେଖା ଯାଇଥିଲା ତଥା ଏକ ସାଧାରଣ ପ୍ରଣାଳୀରେ ସମୀକ୍ଷା ମଧ୍ୟ କରଯାଉଥିଲା ।
୧୮
ନ୍ୟୁପେଡ଼ିଆକୁ ୯ ମାର୍ଚ୍ଚ ୨୦୦୦ରେ ବୋମିସ ନାମକ ଏକ ୱେବ ପୋର୍ଟାଲ କମ୍ପାନୀଦ୍ୱାରା ଆରମ୍ଭ କରାଯାଇଥିଲା । ବୋମିସର ସି.ଇ.ଓ. ଜିମି ୱେଲ୍ସ ଏବଂ ଲାରି ସାଙ୍ଗର ନ୍ୟୁପେଡ଼ିଆର ପ୍ରମୁଖ ସଦସ୍ୟ ତଥା ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇଥିଲେ । ସେମାନେ ପରେ ଏକାଠି ମିଶି ଉଇକିପିଡ଼ିଆ ପାଇଁ ମଧ୍ୟ କାମ କରିଥିଲେ ।
୧୯
୨୦
ପ୍ରଥମେ ନ୍ୟୁପେଡ଼ିଆର ତଥ୍ୟ ଗୁଡ଼ିକୁ ଏହାର ନିଜସ୍ୱ "ଓପନ କଣ୍ଟେଣ୍ଟ ଲାଇସେନ୍ସ"ଦ୍ୱାରା
ଲାଇସେନ୍ସ
କରାଯାଇଥିଲା । ପରେ
ରିଚାର୍ଡ ଷ୍ଟଲମ୍ୟାନଙ୍କ
ପ୍ରସ୍ତାବ ଅନୁସାରେ ଉଇକିପିଡ଼ିଆ ଆରମ୍ଭ ହେବା ଆଗରୁ ଏହି ସବୁ ଗୁଡ଼ିକୁ "ଜି.ଏନ.ୟୁ. ଫ୍ରି ଡକ୍ୟୁମେଣ୍ଟେସନ ଲାଇସେନ୍ସ"ର ଅନ୍ତର୍ଭୁକ୍ତ କରିଦିଆଯାଇଥିଲା ।
୨୧
ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)ର ଶ୍ରେୟ
ଜିମି ୱେଲ୍ସଙ୍କୁ
ଦିଆଯାଉଥିବା ବେଳେ
୨୨
୨୩
ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା
ଲାରି ସାଙ୍ଗରଙ୍କୁ
ଦିଆଯାଇଥାଏ ।
୨୪
୧୦ ଜାନୁଆରୀ ୨୦୦୧ରେ
ଲାରି ସାଙ୍ଗର
ନ୍ୟୁପେଡ଼ିଆ
ପାଇଁ ଏକ "ଫିଡର" ପ୍ରକଳ୍ପ ଭାବରେ ଉଇକିର ନିର୍ମାଣ ପାଇଁ ନ୍ୟୁପେଡ଼ିଆ
ମେଲିଂ ଲିଷ୍ଟରେ
ପ୍ରସ୍ତାବ ଦେଇଥିଲେ ।
୨୫
୧୫ ଜାନୁଆରୀ ୨୦୦୧ରେ ପ୍ରଥମ ଥର ପାଇଁ ଉଇକିପିଡ଼ିଆକୁ ଔପଚାରିକ ଭାବରେ www.wikipedia.comରେ ଏକମାତ୍ର ଇଂରାଜୀ ସଂସ୍କରଣ ସହିତ ଆରମ୍ଭ କରାଯାଇଥିଲା ।
୨୬
ଏବଂ ସାଙ୍ଗର ଏ ବିଷୟରେ ନ୍ୟୁପେଡ଼ିଆ
ମେଲିଂ ଲିଷ୍ଟରେ
ସୂଚନା ଦେଇଥିଲେ ।
୨୨
ଉଇକିପିଡ଼ିଆ ଆରମ୍ଭ ହେବାର ପ୍ରଥମ ମାସରେ ଏହାର "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point-of-view) ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା ।
୨୭
ସେତେବେଳେ ଏହି ନିୟମକୁ ଛାଡ଼ି ଅନ୍ୟ ବିଶେଷ କିଛି ନିୟମ କାନୁନ ଉଇକିପିଡ଼ିଆପାଇଁ କରାଯାଇ ନଥିଲା ଏବଂ ଏହା ନ୍ୟୁପେଡ଼ିଆ ଉପରେ ନିର୍ଭରଶୀଳ ନଥିଲା ।
୨୨
ପ୍ରଥମେ ଉଇକିପିଡ଼ିଆ, ନ୍ୟୁପେଡ଼ିଆର କିଛି ଯୋଗଦାନକାରୀଙ୍କ ଅବଦାନ ପାଇଥିଲା । ୨୦୦୧ ମସିହାର ଶେଷ ବେଳକୁ ପ୍ରାୟ ୧୮ଟି ଭାଷାରେ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲା । ଠିକ ସେହିପରି ୨୦୦୨ ଶେଷ ସୁଦ୍ଧା ଉଇକିପିଡ଼ିଆର ୨୬ଟି ଭାଷାରେ ସଂସ୍କରଣ , ୨୦୦୩ ଶେଷ ସୁଦ୍ଧା ୪୬ଟି ଭାଷା ସଂସ୍କରଣ ଏବଂ ୨୦୦୪ ଶେଷ ସୁଦ୍ଧା ୧୬୧ଟି ଭାଷା ସଂସ୍କରଣ ବାହାରି ସାରିଥିଲା । ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ୨୦୦୩-୨୦୦୪ରେ ନ୍ୟୁପେଡ଼ିଆର ସର୍ଭରକୁ ଧୀରେ ଧୀରେ ବନ୍ଦ କରିଦିଆଯାଇଥିଲା ଓ ସେଥିରେ ଥିବା ସମସ୍ତ ତଥ୍ୟ ଗୁଡ଼ିକୁ ଉଇକିପିଡ଼ିଆରେ ସ୍ଥାନିତ କରାଯାଇଥିଲା ।
୨୮
୨୯
୯ ଡିସେମ୍ବର ୨୦୦୭ରେ
ଇଂରାଜୀ ଉଇକିପିଡ଼ିଆରେ
ପ୍ରସଙ୍ଗ ସଂଖ୍ୟା ୨ ମିଲିୟନ ପାର କରିସାରିଥିଲା ଓ ବିଶ୍ୱର ସର୍ବବୃହତ ଜ୍ଞାନକୋଷ ହେବାର ମାନ୍ୟତା ଲାଭ କରିସାରିଥିଲା । ଏହା ୧୪୦୮
ୟୋଙ୍ଗଲ ଏନସାଇକ୍ଳୋପିଡ଼ିଆର
ପ୍ରସଙ୍ଗ ସଂଖ୍ୟାକୁ ମଧ୍ୟ ଟପିସାରିଥିଲା, ଯାହା ଦୀର୍ଘ ୬୦୦ ବର୍ଷ ଧରି ସର୍ବାଧିକ ପ୍ରସଙ୍ଗ ସହିତ ସର୍ବବୃହତ ଜ୍ଞାନକୋଷ ଭାବରେ ରେକର୍ଡ ବଜାୟ ରଖିଥିଲା ।
୩୦
ଏକ ଇଂରାଜୀ କଥିତ ତଥା ଇଂରାଜୀ ଭାଷା କେନ୍ଦ୍ରୀୟ ଉଇକିପିଡ଼ିଆ ଭାବରେ ଇଂରାଜୀ ଉଇକିପିଡ଼ିଆରେ ତଥ୍ୟ ଗୁଡ଼ିକର ସମୀକ୍ଷା ତଥା ନିୟନ୍ତ୍ରଣର ଅଭାବ ଓ ବିଭିନ୍ନ ପ୍ରକାର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର ଆଶଙ୍କାରେ,୨୦୦୨ ମଶିହାରେ
ସ୍ପାନିସ ଉଇକିପିଡ଼ିଆର
ଉପଯୋଗକର୍ତ୍ତାମାନେ
ଏନସାଇକ୍ଳୋପିଡ଼ିଆ ଲାଇବ୍ରେରୀ
( Enciclopedia Libre-Spanish) ପ୍ରତିଷ୍ଠା କରିବା ପାଇଁ ଇଂରାଜୀ ଉଇକିପିଡ଼ିଆଠାରୁ ଅଲଗା ହୋଇଯାଇଥିଲେ ।
୩୧
ଏହି ଘଟଣା ପରେ ୨୦୦୨ ମସିହାରେ ଜିମି ୱେଲ୍ସ ଘୋଷଣା କରିଥିଲେ ଯେ, ଉଇକିପିଡ଼ିଆ କିମ୍ବା ଏହାର କୌଣସି ସହଯୋଗୀ ପ୍ରକଳ୍ପ କୌଣସି ପ୍ରକାରର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର କରିବ ନାହିଁ । ପରେ ଏହାକୁ wikipedia.comରୁ wikipedia.orgକୁ ବଦଳାଇ ଦିଆଯାଇଥିଲା ।
୩୨
ତା ପରଠାରୁ କେବେ କୌଣସି ପ୍ରକାରର ସମ୍ପାଦକୀୟ କାରଣରୁ ଉଇକିପିଡ଼ିଆର କୌଣସି ସହଯୋଗୀ ପ୍ରକଳ୍ପକୁ ଏହାଠାରୁ ଅଲଗା କରାଯାଇନାହିଁ । ୨୦୦୭ ମସିହା ହେବା ବେଳକୁ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକର ସଂଖ୍ୟା କ୍ରମାଗତ ବଢିବାରେ ଲାଗିଥିଲା ଓ ୨୦୦୯ ମସିହା ବେଳକୁ ଏହା ୩ ମିଲିୟନ ଟପିସାରିଥିଲା ।
୩୩
ସେତେବେଳେ ଦିନକୁ ପ୍ରାୟ ୧୮୦୦ଟି ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଲେଖାଯାଉଥିବାର ନଜିର ରହିଛି ।
୩୪
ଉଇକିପିଡ଼ିଆଠାରୁ ପ୍ରେରିତ ହୋଇ ପରେ ସାଇଟିଜେଣ୍ଡ଼ିୟମ (Citizendium), ସ୍କଲାରପିଡ଼ିଆ (Scholarpedia), କନଜର୍ଭପିଡ଼ିଆ (Conservapedia) ଏବଂ ଗୁଗୁଲ ନୋଲ (Knol) ଆଦି ପ୍ରକଳ୍ପ ଗୁଡ଼ିକର ପରିଯୋଜନା କରାଯାଇଥିଲା ।.
୩୫
ଉଇକିପିଡ଼ିଆର କଥା କଥିତ ସୀମା ଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ଏସବୁ ଗୁଡ଼ିକ ବ୍ୟବହାର କାରାଯାଉଥିଲା । ୨୦ ଜୁନ ୨୦୦୩ ମସିହାରେ ଉଇକିପିଡ଼ିଆ ଓ ନ୍ୟୁପେଡ଼ିଆର ମିଳିତ ସହଯୋଗରେ
ଉଇକିମିଡ଼ିଆ ଫାଉଣ୍ଡେସନ
ପ୍ରତିଷ୍ଠା କରାଯାଇଥିଲା ।
୩୬
ଏହା ଅନେକ ସ୍ୱେଚ୍ଛାସେବୀଙ୍କ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା;
ଉଇକିପିଡ଼ିଆ
ଉଇକିଅଭିଧାନ
ଉଇକିକଥା
ଉଇକିପୋଥି
, ଉଇକିଉତ୍ସ,
ଉଇକିମିଡ଼ିଆ କମନ୍ସ
ଉଇକିସ୍ପିସିସ
ଉଇକିଖବର
, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର,
ମେଟା ଉଇକି
ଓ ଏହାର ଅଚଳ ପ୍ରକଳ୍ପ, ନୁପେଡ଼ିଆ ଆଦିକୁ ପରିଚାଳନ କରିଥାଏ ।
A promotional video of the Wikimedia Foundation that encourages viewers to edit Wikipedia, mostly reviewing 2014 via Wikipedia content
ଉଇକିପିଡ଼ିଆର ନିୟମ
ସମ୍ପାଦନା
The editing interface of Wikipedia
ଜନ ସିଜେନଥେଲର ଉଇକିପିଡ଼ିଆ ବିଷୟରେ ଆଲୋଚନା କରିବା ସମୟର ଏକ ଚିତ୍ର ।
ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଗୁଡ଼ିକର ଲେଖା ଗୁଡ଼ିକ କୌଣସି ପ୍ରାକାରର ଔପଚାରିକ ସହକର୍ମୀ ସମୀକ୍ଷା ପାଇଁ ରହି ନଥାନ୍ତି ଏବଂ ଏଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ବଦଳ କରାଯାଇପାରିବ । ତଥାପି ଏହା କଛି ନିର୍ଦ୍ଧାରିତ ନିୟମ କାନୁନ ସହାୟତାରେ ସୁରୁଖୁରୁରେ ପରିଚାଳିତ ହୋଇଥାଏ । କିଛି ପ୍ରମୁଖ ନିୟମ ଗୁଡ଼ିକ ହେଲା:-
କୌଣସି ପ୍ରସଙ୍ଗ ଉପରେ ଏହାର ମୂଳ ଲେଖକ କିମ୍ବା ଅନ୍ୟ କୌଣସି ସମ୍ପାଦକଙ୍କର ଅଧିକାର ନଥାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ମାନ୍ୟତା ପ୍ରାପ୍ତ ବ୍ୟକ୍ତି/ ଅନୁଷ୍ଠାନ ଏହାକୁ ନିୟନ୍ତ୍ରଣ କରେନାହିଁ ।
କିଛି କିଛି ଏପରି ପୃଷ୍ଠା, ଯେଉଁଥିରେ କି ଅସତ୍ୟ ସୂଚନା କିମ୍ବା ଜାଣିଶୁଣି କେହି ଭୁଲ ତଥ୍ୟ ଦେଇଥାଏ, ଅଥବା ଅଦରକାରୀ ଲେଖା ଥାଏ, ସେଗୁଡ଼ିକୁ ପରିଚାଳକ(ଆଡମିନ) ମାନଙ୍କଦ୍ୱାରା ସୁଧାର ପାଇଁ ରଖାଯାଏ କିମ୍ବା ଲିଭାଇ ଦିଆଯାଏ । ଉଇକି ବାଟବରଣକୁ ନିର୍ମଳ ରଖିବା ପାଇଁ ଏପରି କରାଯାଇଥାଏ ।
ଯେକୌଣସି ପ୍ରସଙ୍ଗକୁ ସମ୍ପାଦନା କରିବା ପାଇଁ ଜଣେ ଏକ ଅଜଣା ନାମରେ ଆକାଉଣ୍ଟ ଖୋଲି ବ୍ୟବହାର କରିପାରିବ କିମ୍ବା ନିଜସ୍ୱ ନାମରେ ମଧ୍ୟ ସମ୍ପାଦନା ପାଇଁ ଆକାଉଣ୍ଟ ଖୋଲିପାରିବ । କେବଳ ସଠିକ ପଞ୍ଜୀକୃତ ହୋଇଥିବା ଅବଦନକାରୀମାନେ ଇଂରାଜୀ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗ ଗଢିପାରିବେ ।
ଉଇକିପିଡ଼ିଆରେ ସମ୍ପାଦନାକାରୀ ମାନଙ୍କ ପରିଚୟ ଓ ନିଜସ୍ୱ ତଥ୍ୟ/ସମ୍ପାଦିତ ତଥ୍ୟ ଗୁଡ଼ିକର କେବଳ ସଦୁପଯୋଗ ହିଁ ହେବ ବୋଲି କିଛି ନିଶ୍ଚିତତା ନଥାଏ ।
୩୭
ଯଦିଓ ଏଥିରେ ସଭିଙ୍ଗ ଉଦ୍ଦେଶ୍ୟ ମହତ ରହିଥାଏ, ତଥାପି କିଛି ପ୍ରସଙ୍ଗ/ସୂଚନା ଏମିତି ବି ଉଇକିରେ ରହିଛି ଯାହାକୁ ଅନ୍ୟ ମାନଙ୍କଦ୍ୱାରା ସମାଲୋଚନା କରାଯାଇଥାଏ, ଆପତ୍ତିଜନକ ତଥା ଅଶ୍ଳୀଳ ଭାବରେ ବିଚାର କରାଯାଇଥାଏ ।
୩୮
୩୯
କୌଣସି ସମ୍ବେଦନଶୀଳ ଘଟଣା, ରାଜନୈତିକ ମତାମତ କିମ୍ବା ବ୍ୟକ୍ତିଗତ ମତ, କୌଣସି ଆକ୍ରମଣାତ୍ମକ ପ୍ରବୃତ୍ତିର ତଥ୍ୟ ଉଇକିପିଡ଼ିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରଶ୍ରୟ ଦିଆଯାଏନାହିଁ । ବେଳେବେଳେ ଏହି କାରଣ ପାଇଁ କେତେକ ସ୍ଥାନରେ ଉଇକିପିଡ଼ିଆର କିଛି ଭାଗକୁ ପ୍ରାବନ୍ଧିତ(Ban) ମଧ୍ୟ କରିଦିଆଯାଏ ।
୪୦
ଯେହେତୁ ଉଇକିପିଡ଼ିଆକୁ ଏକ ମୁକ୍ତ ଜ୍ଞାନକୋଷ ଭାବରେ ବିବେଚନା କରାଯାଏ, ତେଣୁକରି ଏଥିରେ କେବଳ ସେହିପରି ପ୍ରସଙ୍ଗ ଗୁଡ଼ିକୁ ରଖାଯାଏ ଯେଉଁଗୁଡ଼ିକ ଜ୍ଞାନକୋଷରେ ରହିବା ଯୋଗ୍ୟ କିମ୍ବା ଏହା ସମ୍ପର୍କିତ ହୋଇଥିବ ଅଥବା ଏହାର ଅବଦାନ ଜ୍ଞାନ ବିତରଣ ପାଇଁ ଉଲ୍ଲେଖନୀୟ ହୋଇଥିବ।
୪୧
ଉଇକିପିଡ଼ିଆରେ କେବଳ ସେହି ତଥ୍ୟ ଗୁଡ଼ିକୁ ପ୍ରଦର୍ଶିତ କରିପାରିବ ଯେଉଁଗୁଡ଼ିକ ବିଷୟରେ ଆଗରୁ ବିଶ୍ୱସନୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଏହାକୁ ଆଧାର ଭାବରେ ପ୍ରସଙ୍ଗ ସହିତ ଯୋଡ଼ା ଯାଇଥାଏ ।
୪୨
ଯଦି ଏହାରି କିଛି ପୃଷ୍ଠା ଉଇକିପିଡ଼ିଆରେ ଅଛି ଯାହା ଉପରେ ଭବିଷ୍ୟତରେ ତର୍କ ବା ଅନୁସନ୍ଧାନ କରାଯାଇପାରେ, ତେବେ ଏଥିରେ ବିଶ୍ୱସନୀୟ ସୂତ୍ରରୁ ଆଧାର ଯୋଡ଼ିବା ନିହାତି ଜରୁରୀ ।
୪୩
ଉଇକିପିଡ଼ିଆରେ କିଛି ନୂଆ ପୃଷ୍ଠା ତିଆରି କରିବା ଆଗରୁ କିମ୍ବା ନୂଆ ତଥ୍ୟ ଯୋଡ଼ିବା ଆଗରୁ ଉଇକିଆଳି ମାନଙ୍କୁ ସେହି ବିଷୟରେ ନିଜେ ଭଲ ଭାବରେ ଅନୁସନ୍ଧାନ କରି ସୂଚନା ଯୋଗାଡ କରି ନିଜ ଭାଷାରେ ବ୍ୟକ୍ତ କରିବାକୁ ପରାମର୍ଶ ଦିଆଯାଇଥାଏ । ଫଳରେ ଏହା ସମସ୍ତଙ୍କ ବୁଝିବା ପାଇଁ ସହଜ ହୋଇଥାଏ ।
ଉଇକିପିଡ଼ିଆରେ ଥିବା ତଥ୍ୟ ଗୁଡ଼ିକୁ ସର୍ବଦା ନିରପେକ୍ଷ ରଖିବାକୁ ପ୍ରାଧାନ୍ଯ ଦିଆଯାଇଥାଏ ।
୪୪
୪୫
ଭିନ୍ନ ଭିନ୍ନ ଭାଷାର ଉଇକିଆଳି,ସମ୍ପାଦନକାରୀ ତଥା ପରିଚାଳକମାନେ ସମସ୍ତେ ମିଳି ମିଶି ଏକ ସଂପ୍ରଦାୟ ଭାବରେ କାମ କରନ୍ତି ଓ ସମୟେ ସମୟେ ନିଜ ଉଇକିପିଡ଼ିଆ ପାଇଁ ନୀତି/ ନିର୍ଦ୍ଦେଶନାମା ଗୁଡ଼ିକୁ ଲେଖନ୍ତି ବା ବଦଳ/ସଂଶୋଧିତ କରନ୍ତି ।
୪୬
ବିଭିନ୍ନ ଉଇକିପିଡ଼ିଆର ଆବଶ୍ୟକତା ଅନୁସାରେ ସେଥିରେ ନାନା ପ୍ରକାରର ଶ୍ରେଣୀ,ଛାଞ୍ଚ ତଥା ବିଭାଗ ଗୁଡ଼ିକୁ ବ୍ୟବହାର କରାଯାଇଥାଏ । ପ୍ରତ୍ଯେକ ଛାଞ୍ଚ ଓ ଶ୍ରେଣୀ ଗୁଡ଼ିକୁ ସମସ୍ତଙ୍କ ଅବଗତି ପାଇଁ ଭଲ ଭାବରେ ବ୍ୟାଖ୍ୟା ମଧ୍ୟ କାରାଯାଇଥାଏ । )
୪୭
୪୮
ଅନ୍ଯାନ୍ଯ ପୁରୁଣା କୌଣସି ଏନସାଇକ୍ଳୋପିଡ଼ିଆ ମାନଙ୍କଠାରୁ ଅଲଗା ଭାବରେ ଉଇକିପିଡ଼ିଆ ନିଜର ତଥ୍ୟ ଗୁଡ଼ିକର ସୁରକ୍ଷା ପାଇଁ "ପ୍ରୋକ୍ରାଷ୍ଟିନେସନ ଶୈଳୀ" (The procrastination principle) ଆପଣାଇଥାଏ ।
notes ୧
୪୯
୪୯
ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ଏହାର କେତେକ ଲୋକପ୍ରିୟ ସଂସ୍କରଣରେ ତଥ୍ୟ ଯୋଡିବା ଲାଗି କିଛି ପ୍ରକ୍ରିୟା ରଖାଯାଇଛି । ଯେପରିକି ଇଂରାଜୀ ଉଇକିପିଡ଼ିଆରେ କେବଳ ସଠିକ ଭାବରେ ପଞ୍ଜୀକୃତ ହୋଇଥିବା ଉଇକିଆଳିମାନେ ହିଁ ନୂଆ ପ୍ରସଙ୍ଗ ଗଢିପାରିବେ ।
୫୦
ଏହା ଛଡା କିଛି ଗୁଡ଼ିଏ ପ୍ରସଙ୍ଗର ସମ୍ବେଦନଶୀଳତା ଓ ଗୁରୁତ୍ୱକୁ ନେଇ ସେଗୁଡ଼ିକ ପୂର୍ଣ୍ଣ ନିରାପଦ ଭାବରେ ରଖାଯାଇଥାଏ ।
୫୧
୫୨
୨୦୦୨ ପରଠାରୁ କିଛି କ୍ଷେତ୍ରରେ "ପେଣ୍ଡିଙ୍ଗ ଚେଞ୍ଜେସ" (Pending changes-ନୂଆ ଉଇକିଆଳିଙ୍କଦ୍ୱାରା କରାଯାଇଥିବା ବଦଳ ଗୁଟିକ ଆଉ ଥରେ ମାଇନା କରିବା) ପ୍ରଣାଳୀ ମଧ୍ୟ ବ୍ୟବହାର ହେବାର ଦେଖିବାକୁ ମିଳିଥାଏ ।
୫୩
୫୪
ଯଦିଓ ଉଇକିପିଡ଼ିଆରେ କରାଯାଉଥିବା ସମସ୍ତ ବଦଳ ଗୁଡ଼ିକର ପୁନଃ ନିରୀକ୍ଷଣ ପାଇଁ କୌଣସି ପ୍ରକାରର ନିର୍ଦ୍ଧିଷ୍ଟ ପ୍ରଣାଳୀ ନାହିଁ, ତଥାପି ଉଇକିପିଡ଼ିଆରେ ବ୍ୟବହୃତ ଅନେକ ଗୁଡ଼ିଏ ସଫ୍ଟୱେର ଟୁଲଦ୍ୱାରା ସବୁ ବଦଳ ଗୁଡ଼ିକୁ ଦେଖାଯାଇପାରେ ଓ ବଦଳା ଯାଇପାରେ । ଉଇକିପିଡ଼ିଆର ସମସ୍ତ ଭାଗ ସହିତ ଜଡ଼ିତ
ଇତିହାସ
(History label)ଲେଖା ଏଥିରେ ମୁଖ୍ୟ ଭୂମିକା ନିଭାଇ ଥାଏ ।
notes ୨
୫୫
ଉଇକି ପ୍ରସଙ୍ଗରେ କୌଣସି ପ୍ରକାର ବଦଳ, ଯାହାକି ଏହାର ତଥ୍ୟକୁ ନଷ୍ଟ କରେ ଅଥବା ବିପଥଗାମୀ କରିଥାଏ ବା ଉଇକିପିଡ଼ିଆର ନିୟମକୁ ଉଲ୍ଲଂଘନ କରିଥାଏ, ସେଗୁଡ଼ିକୁ ଉଇକିପିଡ଼ିଆ ନିୟମରେ
"ଭାଣ୍ଡାଲିଜିମ"
(Vandalism) କୁହାଯାଇଥାଏ । ଯେକୌଣସି ପ୍ରକାର ଅଦରକାରୀ ତଥା ବିଜ୍ଞାପନ ଭିତ୍ତିକ ତଥ୍ୟ ରଖିବାକୁ, କିମ୍ବା କୌଣସି ପ୍ରସଙ୍ଗରୁ ସମସ୍ତ ଲେଖା ଗୁଡ଼ିକୁ ଲିଭାଇ ଦେବାକୁ ମଧ୍ୟ ଭାଣ୍ଡାଲିଜିମ କୁହାଯାଏ ।
୫୬
୫୭
ସାଧାରଣତଃ ଏହି ଭାଣ୍ଡାଲିଜିମ ଗୁଡ଼ିକୁ ଖୋଜି ସଜାଡିବାକୁ କିଛି ମିନିଟ ସମୟ ଲାଗିଥାଏ । କିନ୍ତୁ ବେଳେବେଳେ ଏହା ଅପେକ୍ଷାକୃତ ଭାବରେ ଅଧିକ ସମୟ ମଧ୍ୟ ନେଇଥାଏ ।
୧୪
୧୫
ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକୁ ସମ୍ପାଦନା କରିବା ପାଇଁ ସମ୍ପାଦନର
ପାଞ୍ଚଟି ସ୍ତମ୍ଭ
ଓ ଏହା ସହିତ ସମ୍ପର୍କିତ ଅନେକ ନୀତିଗୁଡ଼ିକ ବିଷୟରେ ଜାଣିବାକୁ ପଡିଥାଏ । ଏହି ପଲିସି ଗୁଡ଼ିକୁ ସମୟେ ସମୟେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ ।
୫୮
ଉଇକିପିଡ଼ିଆ କେବଳ ସଠିକ ଭାବରେ ପ୍ରମାଣିତ ଓ ପ୍ରକାଶିତ ହୋଇଥିବା ତଥ୍ୟ ଗୁଡ଼ିକୁ ବ୍ୟବହାର କରିବାର ଅନୁମତି ଦିଏ ।
୪୨
ଉଇକିପିଡ଼ିଆ ସର୍ବଦା ନିରପେକ୍ଷ ରହିଥାଏ ।
୪୪
ଯେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ଯାହା ଏକ ପ୍ରସଙ୍ଗ ବାହାର ଉତ୍ସରୁ ଅଣାଯାଇଥାଏ, ତାକୁ ନିରପେକ୍ଷ ଭାବରେ ସଠିକ ଆଧାର ସହିତ ପ୍ରସଙ୍ଗରେ ବ୍ୟବହାର କରାଯାଇପାରେ । ଏହାକୁ "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point of view-NPOV) କୁହାଯାଇଥାଏ ।
୫୯
ଉଇକି ସମ୍ପ୍ରଦାୟ
ସମ୍ପାଦନା
ଉଇକିମାନିଆ
ଉଇକିମାନିଆ ୨୦୧୬
ଉଇକିପିଡ଼ିଆରେ ଥିବା ପ୍ରତ୍ଯେକ ପ୍ରସଙ୍ଗ/ପୃଷ୍ଠା ଓ ପ୍ରତ୍ଯେକ ଉଇକିଆଳିମାନଙ୍କର ଏକ ଆଲୋଚନା ପୃଷ୍ଠା ରହିଥାଏ । ଏହା ଉଇକିଆଳି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ଓ ମତ ଆଦାନ-ପ୍ରଦାନ ପାଇଁ ବ୍ଯବହାର ହୋଇଥାଏ ।
୬୦
ଉଇକିଆଳିମାନେ ବେଳେବେଳେ ପରସ୍ପରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଅଥବା ସେମାନଙ୍କ କାମର ପ୍ରଶଂସା କରି ସେମାନଙ୍କୁ ଏହି ଆଲୋଚନା ପୃଷ୍ଠାରେ ଆଦର ସନ୍ଦେଶ ବା ବାର୍ଣ୍ଣଷ୍ଟାର ପ୍ରଦାନ କରିଥାନ୍ତି । ଏହା କେବଳ ସେମାନଙ୍କର ଉଇକିରେ ଲେଖା ବା ଅବଦାନ ପାଇଁ ନୁହେଁ ବରଂ କିଛି ନୂଆ ଜିନିଷ ଶିଖିବାରେ ସାହାଜ୍ଯ କରିବା, କୌଣସି କର୍ମଶାଳା ବା ଅନ୍ୟ କୌଣସି ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥାଏ ।
୬୧
ଉଇକିପିଡ଼ିଆରେ କୌଣସି ସମ୍ପାଦକ କିମ୍ବା ଅବଦନକାରୀ ମାନଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ଦେବାକୁ ବାଧ୍ୟ କରାଯାଏନି । ଏହା ସେମାନଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଇଚ୍ଛା ଯେ ସେମନେ ନିଜର ପରିଚୟ ପ୍ରକାଶ କରିବେ କି ନାହିଁ ।
୬୨
ସେଥିପାଇଁ ବେଳେବେଳେ "କେଉଁମାନେ ଉଇକିପିଡ଼ିଆରେ ସମ୍ପାଦନା କରିପାରିବେ
?" ବୋଲି ଏକ ପ୍ରମୁଖ ପ୍ରଶ୍ନ ସାମନାକୁ ଆସିଥାଏ ।
୬୩
ଉଇକିପିଡ଼ିଆରେ ଓ ଏହାର ସହ ପ୍ରକଳ୍ପ ଗୁଡ଼ିକରେ କିଛି ଅବଦାନକାରୀଙ୍କର ଗୋଟିଏ ଗୋଟିଏ ଦଳ ବିଶାଳ ପରିମାଣରେ ତଥ୍ୟ ଯୋଡି ଏହାକୁ ଅନ୍ୟ ପୁରୁଣା ଅନୁଷ୍ଠାନ ମାନଙ୍କ ସହିତ ସମକକ୍ଷ କରିପାରିଛନ୍ତି ବୋଲି ଏକଦା ଜିମି ୱେଲ୍ସ ମନ୍ତବ୍ୟ ଦେଇଥିଲେ ।
୬୪
୨୦୦୮ ମସିହାରେ "ସ୍ଳେଟ"(Slate) ନାମକ ପତ୍ରିକା
ଭାଷା ସଂସ୍କରଣ
ସମ୍ପାଦନା
ବିଶ୍ୱର ବିଭିନ୍ନ ସ୍ଥାନରୁ ଉଇକିପିଡ଼ିଆର ବିଭିନ୍ନ ସଂସ୍କରଣ ଗୁଡ଼ିକର ଅବଦାନ ଗୁଡ଼ିକର ଏକ ଅନୁମାନ
କାର୍ଯ୍ୟ ପ୍ରଣାଳୀ
ସମ୍ପାଦନା
ଉଇକିମିଡ଼ିଆ ଫାଉଣ୍ଡେସନର ପ୍ରତୀକ
ସଂସ୍କୃତିକ ମହତ୍ୱ
ସମ୍ପାଦନା
ସମ୍ପର୍କିତ ପ୍ରକଳ୍ପ
ସମ୍ପାଦନା
ବୈଷୟିକ ଅଧ୍ୟୟନ
ସମ୍ପାଦନା
ମୂଳ ପ୍ରସଙ୍ଗ:
Academic studies about Wikipedia
Nielsen, Finn (2007).
"Scientific Citations in Wikipedia"
First Monday
12
(8)
. Retrieved
2008-02-22
{{
cite journal
}}
Unknown parameter
month=
ignored (
help
Pfeil, Ulrike (2006).
"Cultural Differences in Collaborative Authoring of Wikipedia"
Journal of Computer-Mediated Communication
12
(1): 88.
doi
10.1111/j.1083-6101.2006.00316.x
. Retrieved
2008-12-26
{{
cite journal
}}
More than one of
pages=
and
page=
specified (
help
Unknown parameter
co-authors=
ignored (
help
ପ୍ରିଡହୋରକୀ, ଜିଲିନ ଚେନ ,ଟୋନି.କେ. ଲ୍ୟାମ , କ୍ୟାଥେରିନ ପାଂସିଏରା, ଲୋରେନ ତରବୀନ ଏବଂ ଜନ ରିଏଡେଲ [
ବର୍ଷ-୨୦୦୭, ଡ଼ି.ଓ.ଆଇ.
: 1316624,131663.
Reagle, Joseph M., Jr. (2005).
"Do As I Do: Leadership in the Wikipedia"
Wikipedia Drafts
. Retrieved
2008-12-26
{{
cite web
}}
: CS1 maint: multiple names: authors list (
link
Wilkinson, Dennis M. (2007).
"Assessing the Value of Cooperation in Wikipedia"
First Monday
12
(4)
. Retrieved
2008-02-22
{{
cite journal
}}
Unknown parameter
co-author=
ignored (
help
Unknown parameter
month=
ignored (
help
ପୁସ୍ତକ
ସମ୍ପାଦନା
Phoebe Ayers, Charles Matthews, and Ben Yates (2008).
How Wikipedia Works: And How You Can Be a Part of It
. San Francisco: No Starch Press.
ISBN
978-1-59327-176-3
{{
cite book
}}
access-date=
requires
url=
help
Unknown parameter
month=
ignored (
help
CS1 maint: multiple names: authors list (
link
Broughton, John (2008).
Wikipedia - The Missing Manual
. OReilly Media.
ISBN
0-596-51516-2
{{
cite book
}}
access-date=
requires
url=
help
Cite has empty unknown parameter:
month=
help
(ବେକରଙ୍କଦ୍ୱାରା ସଂଶୋଧିତ କରାଯାଇଥିବା ପୁସ୍ତକ बेकर)
Broughton, John (2008).
Wikipedia Reader's Guide
. Sebastopol: Pogue Press.
ISBN
059652174X
Lih, Andrew (2009).
The Wikipedia Revolution
. New York: Hyperion.
ISBN
1401303714
ଅନ୍ଯାନ୍ଯ ମିଡ଼ିଆ ସ୍ରୋତରୁ
ସମ୍ପାଦନା
ଛାଞ୍ଚ:Main Article
"ସି, ହୁ ଇଜ ଏଡିଟିଙ୍ଗ ଉଇକିପିଡ଼ିଆ –
WIRED
, August 14, 2007.
Balke, Jeff (March 2008).
"For Music Fans: Wikipedia; MySpace"
Houston Chronicle
. Broken Record (blog). Archived from
the original
on December 29, 2008
. Retrieved
December 17,
2008
Dee, Jonathan (July 1, 2007).
"All the News That's Fit to Print Out"
The New York Times Magazine
. Retrieved
February 22,
2008
Giles, Jim (September 20, 2007).
"Wikipedia 2.0
– Now with Added Trust"
New Scientist
. Retrieved
January 14,
2008
Taylor, Chris (May 29, 2005).
"It's a Wiki, Wiki World"
Time
. Archived from
the original
on October 29, 2009
. Retrieved
February 22,
2008
"Technological Quarterly: Brain Scan: The Free-knowledge Fundamentalist"
The Economist
Web and
. June 5, 2008
. Retrieved
June 5,
2008
Jimmy Wales changed the world with Wikipedia, the hugely popular online encyclopedia that anyone can edit. What will he do next?
"Is Wikipedia Cracking Up?"
The Independent
, February 3, 2009.
"Wikipedia probe into paid-for 'sockpuppet' entries", BBC News', October 21, 2013.
"The Decline of Wikipedia"
Archived
2015-06-19 at
Archive-It
MIT Technology Review
, October 22, 2013
Edits to Wikipedia pages on Bell, Garner, Diallo traced to 1 Police Plaza
(March 2015),
Capital
ଆଧାର
ସମ୍ପାଦନା
Jonathan Sidener.
"Everyone's Encyclopedia"
The San Diego Union-Tribune
. Retrieved
2006-10-15
"wikipedia.org Competitive Analysis, Marketing Mix and Traffic—Alexa"
www.alexa.com
. Archived from
the original
on August 25, 2020
. Retrieved
July 22,
2020
In some parts of the world, the access to Wikipedia had been blocked.
Mike Miliard (2008-03-01).
"Wikipediots: Who Are These Devoted, Even Obsessive Contributors to Wikipedia?"
Salt Lake City Weekly
. Archived from
the original
on 2012-10-11
. Retrieved
2008-12-18
"Five-year Traffic Statistics for Wikipedia.org"
. Alexa Internet. Archived from
the original
on 2022-01-24
. Retrieved
2011-05-24
Bill Tancer (2007-05-01).
"Look Who's Using Wikipedia"
. Time (magazine). Archived from
the original
on 2012-08-03
. Retrieved
2007-12-01
The sheer volume of content [...] is partly responsible for the site's dominance as an online reference. When compared to the top 3,200 educational reference sites in the U.S., Wikipedia is #1, capturing 24.3% of all visits to the category
Cf.
Bill Tancer (Global Manager, Hitwise),
"Wikipedia, Search and School Homework"
Hitwise
: An
Experian
Company (
Blog
), 2007-03-01. Retrieved 2008-12-18.
Alex Woodson (2007-07-08).
"Wikipedia remains go-to site for online news"
Reuters
. Retrieved
2007-12-16
Online encyclopedia Wikipedia has added about 20 million unique monthly visitors in the past year, making it the top online news and information destination, according to Nielsen//NetRatings.
"ଆର୍କାଇଭ୍ କପି"
. Archived from
the original
on 2012-11-27
. Retrieved
2011-05-24
{{
cite web
}}
Cite has empty unknown parameter:
1=
help
Wikipedia's Evolving Impact
Archived
2016-04-09 at the
Wayback Machine
, by Stuart West, slideshow presentation at TED2010
"The 2006 Time 100"
Chris Anderson
Time
. May 8, 2006
. Retrieved
November 11,
2017
'विकिपीडिया ने ज्ञान तक पहुंच आसान किया'
Simon Waldman (2004-10-26).
"Who knows?"
Guardian.co.uk
. Retrieved
2007-02-11
ଆଧାର ଭୁଲ: ଅଚଳ
ଚିହ୍ନ;
DeathByWikipedia
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
Fernanda B. Viégas, Martin Wattenberg, and Kushal Dave (2004).
"Studying Cooperation and Conflict between Authors with History Flow Visualizations"
(PDF)
Proceedings of the
ACM Conference on Human Factors in Computing Systems (CHI)
Vienna
Austria
: ACM
SIGCHI
: 575–582.
doi
10.1145/985921.985953
ISBN
1-58113-702-8
. Archived from
the original
(PDF)
on 2018-11-11
. Retrieved
2007-01-24
{{
cite journal
}}
: CS1 maint: multiple names: authors list (
link
Reid Priedhorsky, Jilin Chen, Shyong (Tony) K. Lam, Katherine Panciera, Loren Terveen, and John Riedl (GroupLens Research, Department of Computer Science and Engineering,
University of Minnesota
) (2007-11-04).
"Creating, Destroying, and Restoring Value in Wikipedia"
(PDF)
Association for Computing Machinery
GROUP 07 conference proceedings
Sanibel Island
Florida
. Retrieved
2007-10-13
{{
cite journal
}}
: CS1 maint: multiple names: authors list (
link
Noam Cohen, "Conspiracy videos? Fake news? Enter Wikipedia, the ‘good cop’ of the Internet"
Washington Post
April 7, 2018
"The contribution conundrum: Why did Wikipedia succeed while other encyclopedias failed?"
Nieman Lab
. Retrieved
June 5,
2016
Kock, N., Jung, Y., & Syn, T. (2016).
Wikipedia and e-Collaboration Research: Opportunities and Challenges.
Archived
September 27, 2016, at the
Wayback Machine
International Journal of e-Collaboration (IJeC), 12(2), 1–8.
ଆଧାର ଭୁଲ: ଅଚଳ
ଚିହ୍ନ;
autogenerated1
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ଆଧାର ଭୁଲ: ଅଚଳ
ଚିହ୍ନ;
Meyers
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ଆଧାର ଭୁଲ: ଅଚଳ
ଚିହ୍ନ;
stallman1999
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ଆଧାର ଭୁଲ: ଅଚଳ
ଚିହ୍ନ;
SangerMemoir
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ଆଧାର ଭୁଲ: ଅଚଳ
ଚିହ୍ନ;
Sanger
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
"Wikipedia-l: LinkBacks?"
. Retrieved
February 20,
2007
Sanger, Larry (January 10, 2001).
"Let's Make a Wiki"
. Internet Archive. Archived from
the original
on April 14, 2003
. Retrieved
December 26,
2008
ଆଧାର ଭୁଲ: ଅଚଳ
ଚିହ୍ନ;
WikipediaHome
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ଆଧାର ଭୁଲ: ଅଚଳ
ଚିହ୍ନ;
NPOV
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
Finkelstein, Seth (September 25, 2008).
"Read me first: Wikipedia isn't about human potential, whatever Wales says"
The Guardian
. London.
"Multilingual statistics"
Wikipedia
. March 30, 2005
. Retrieved
December 26,
2008
ଆଧାର ଭୁଲ: ଅଚଳ
ଚିହ୍ନ;
EB_encyclopedia
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
long
Enciclopedia Libre: msg#00008"
Osdir
. Archived from
the original
on ଅକ୍ଟୋବର 6, 2008
. Retrieved ଡିସେମ୍ବର 26, 2008
ଆଧାର ଭୁଲ: ଅଚଳ
ଚିହ୍ନ;
Shirky
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
Bobbie Johnson (August 12, 2009).
"Wikipedia approaches its limits"
The Guardian
. London
. Retrieved
March 31,
2010
Wikipedia:Modelling_Wikipedia_extended_growth
"The Singularity is Not Near: Slowing Growth of Wikipedia"
The International Symposium on Wikis.
Orlando, Florida.
2009.
Archived
from
the original
on May 11, 2011
जिमी वेल्स:
"अनाउनसिंग विकिमीडिया फाउंडेशन"
20 जून 2003,
"Wikipedia:General disclaimer"
. English Wikipedia
. Retrieved
2008-04-22
Schliebs, Mark (2008-09-09).
"Wikipedia users divided over sexual material"
. news.com.au. Archived from
the original
on 2008-09-11
. Retrieved
2008-12-26
"Wikipedia is not censored"
. Wikipedia
. Retrieved
2008-04-30
Sophie Taylor (2008-04-05).
"China allows access to English Wikipedia"
Reuters
. Archived from
the original
on 2008-07-06
. Retrieved
2008-07-29
"Wikipedia:Notability"
. Retrieved
2008-02-13
A topic is presumed to be notable if it has received significant coverage in reliable secondary sources that are independent of the subject.
"Wikipedia:No original research"
. Retrieved
2008-02-13
Wikipedia does not publish original thought
"Wikipedia:Verifiability"
. Retrieved
2008-02-13
Material challenged or likely to be challenged, and all quotations, must be attributed to a reliable, published source.
"Wikipedia:Neutral_point_of_view"
. Retrieved
2008-02-13
All Wikipedia articles and other encyclopedic content must be written from a neutral point of view, representing significant views fairly, proportionately and without bias.
Eric Haas (2007-10-26).
"Will Unethical Editing Destroy Wikipedia's Credibility?"
. AlterNet.org
. Retrieved
2008-12-26
"Who's behind Wikipedia?"
. PC World. 2008-02-06. Archived from
the original
on 2008-02-09
. Retrieved
2008-02-07
"The battle for Wikipedia's soul"
. The Economist. 2008-03-06
. Retrieved
2008-03-07
"Wikipedia: an online encyclopedia torn apart"
. Daily Telegraph. 2007-11-10
. Retrieved
2008-03-11
Zittrain, Jonathan
(2008).
The Future of the Internet and How to Stop It
– Chapter 6: The Lessons of Wikipedia
. Yale University Press.
ISBN
978-0-300-12487-3
. Archived from
the original
on February 16, 2009
. Retrieved
December 26,
2008
Registration notes
Protection Policy
Hafner, Katie (June 17, 2006).
"Growing Wikipedia Refines Its 'Anyone Can Edit' Policy"
The New York Times
. Retrieved
December 5,
2016
William Henderson (December 10, 2012).
"Wikipedia Has Figured Out A New Way To Stop Vandals In Their Tracks"
Business Insider
Frewin, Jonathan (June 15, 2010).
"Wikipedia unlocks divisive pages for editing"
. BBC News
. Retrieved
August 21,
2014
ଆଧାର ଭୁଲ: ଅଚଳ
ଚିହ୍ନ;
Torsten_Kleinz
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
West,
Andrew G.
Chang,
Jian
Venkatasubramanian,
Krishna
Sokolsky,
Oleg
Lee,
Insup
(2011).
"Link Spamming Wikipedia for Profit"
8th Annual Collaboration, Electronic Messaging, Anti-Abuse, and Spam Conference.
pp.
152–161.
doi
10.1145/2030376.2030394
ଆଧାର ଭୁଲ: ଅଚଳ
ଚିହ୍ନ;
WP vandalism manipulation 1
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
"Who's behind Wikipedia?"
PC World
. February 6, 2008. Archived from
the original
on February 9, 2008
. Retrieved
February 7,
2008
Eric Haas (October 26, 2007).
"Will Unethical Editing Destroy Wikipedia's Credibility?"
. AlterNet
. Retrieved
December 26,
2008
Fernanda B. Viégas
Martin M. Wattenberg
; Jesse Kriss; Frank van Ham (January 3, 2007).
"Talk Before You Type: Coordination in Wikipedia"
(PDF)
. Visual Communication Lab,
IBM Research
. Retrieved
June 27,
2008
{{
cite journal
}}
Cite journal requires
journal=
help
T. Kriplean; I. Beschastnikh; et
al. (2008).
"Articulations of wikiwork: uncovering valued work in Wikipedia through barnstars"
. Proceedings of the ACM: 47.
doi
10.1145/1460563.1460573
ISBN
978-1-60558-007-4
{{
cite journal
}}
Cite journal requires
journal=
help
Unknown parameter
name-list-format=
ignored (
name-list-style=
suggested) (
help
(Subscription required.)
ଆଧାର ଭୁଲ: ଅଚଳ
ଚିହ୍ନ;
user identification
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
{{cite web |url =
|title=Power of the Few vs. Wisdom of the Crowd: Wikipedia and the Rise of the Bourgeoisie |publisher=Viktoria Institute |first=Aniket |last=Kittur |format = PDF |accessdate=August 13, 2014 }
Blodget, Henry (January 3, 2009).
"Who The Hell Writes Wikipedia, Anyway?"
Business Insider
ଅଧିକା ଲିଙ୍କ
ସମ୍ପାଦନା
ଉଇକିମିଡ଼ିଆ ଫାଉଣ୍ଡେସନର
ପ୍ରକଳ୍ପ ସମୁହ
ଉଇକିପିଡ଼ିଆ
ଉଇକିଅଭିଧାନ
ଉଇକିକଥା
ଉଇକିପାଠାଗାର
ଉଇକିପୋଥି
ଉଇକିମିଡ଼ିଆ କମନ୍ସ
ଉଇକିସ୍ପିସିସ
ଉଇକିଖବର
ଉଇକିମହାବିହାର
ଉଇକିଡାଟା
The procrastination principle dictates that you should wait for problems to arise before solving them.
Revisions with libelous content, criminal threats, or copyright infringements
may be removed completely
ଆଧାର ଭୁଲ:
ଟ୍ୟାଗସବୁ କେବଳ "notes" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ
ଟ୍ୟାଗ ମିଳିଲା ନାହିଁ କିମ୍ବା
ବନ୍ଦ କରିବା ଟ୍ୟାଗଟି ନାହିଁ ।
"ରୁ ଅଣାଯାଇଅଛି
ଶ୍ରେଣୀସମୂହ
Pages using the Phonos extension
CS1 errors: redundant parameter
CS1 errors: access-date without URL
Webarchive template other archives
ଉଇକିପିଡ଼ିଆ
ଖୋଲା ଜ୍ଞାନକୋଷ
ଉଇକିମିଡ଼ିଆ ପ୍ରକଳ୍ପ
ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ
କମ୍ପ୍ୟୁଟର ବିଜ୍ଞାନ
ଲୁଚିଥିବା ଶ୍ରେଣୀ:
Pages using duplicate arguments in template calls
Articles with invalid date parameter in template
All articles containing potentially dated statements
Pages including recorded pronunciations
Pages with plain IPA
CS1 errors: empty unknown parameters
Webarchive template wayback links
CS1 maint: multiple names: authors list
CS1 errors: missing periodical
CS1 errors: unsupported parameter
Pages containing links to subscription-only content
Articles with hatnote templates targeting a nonexistent page
Pages with reference errors
ଉଇକିପିଡ଼ିଆ
ନୂଆ ଯୋଡ଼ନ୍ତୁ
US